Thursday, March 28, 2024

Top 5 This Week

Related Posts

ଖଣ୍ଡହଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କିଶୋରୀ ମେଳା

ରିପୋର୍ଟ : ପ୍ରେମାନନ୍ଦ ନାଏକ
ବୀରମହାରାଜପୁର, (୦୪/୦୩) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 03 04 at 12.52.00 1 ଖଣ୍ଡହଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କିଶୋରୀ ମେଳା

ଏଥିରେ ଟ୍ରେନର ସମ୍ୟାସିମା ସାହୁ ଉପସ୍ଥିତ ରହି କିଶୋରୀ ବାଳିକା ମାନଙ୍କ ସ୍ୱାସ୍ଥ୍ୟ ସମାସ୍ୟା ଓ ସମାଧାନ ଏପରେ ଆଲୋଚନା କରିଥିଲେ । ଏଥିରେ ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଏହି ଅବସରରେ କୁଇଜ, ବକୃତା, ସଂଗିତ ଓ ବିଭିନ୍ନ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶେଷରେ ଅଙ୍ଗନବାଡ଼ି ସୁପରଭାଇଜର, ଶିକ୍ଷକ ବିଶ୍ଵାମିତ୍ର ନାଏକ, ବଳରାମ ମିଶ୍ର, ଶୁରେସ ସାହୁ, ଅଙ୍ଗନବାଡ଼ି କର୍ମୀ ରଶ୍ମିତା ବେହେରା ଓ ତନୁଜା ରଣବଂଶିୟା ଉପସ୍ଥିତ ରହି କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ।

Popular Articles