ନାରାୟଣପାଟଣା ଓ ଲକ୍ଷ୍ମୀପୁର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ

0
90
ଅନୁଭୂତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୦୪/୦୩) : କୋରାପୁଟ ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି ।

ନାରାୟଣପାଟଣା ଓ ଲକ୍ଷ୍ମୀପୁର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସାକଳ ୫ ଟା ୫ ମିନିଟ୍ ରେ ଭୂକମ୍ପ ଝଟକା ହୋଇଥିଲା । ରିକ୍ଟର ସ୍କେଲ୍ ରେ ତୀବ୍ରତା ରହିଛି ୩.୮ । ଜଗଦଲପୁର ଠାରୁ ୧୨୯ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଚିହ୍ନଟ ହୋଇଛି । ଭୂକମ୍ପର କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।