ଉଲୁଣ୍ଡା ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର ଭାବେ ଯୋଗ ଦେଲେ ଦିଲ୍ଲୀପ କୁମାର ମାଝୀ

0
110
ନୂତନ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୨୮/୨) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ତହସିଲ କାର୍ଯ୍ୟାଳୟରେ ଆଜି ନୂତନ ତହସିଲଦାର ଭାବରେ ଦିଲ୍ଲୀପ କୁମାର ମାଝୀ ଯୋଗଦାନ କରିଛନ୍ତି ।

ଏହା ପୂର୍ବରୁ ସେ ବଲାଙ୍ଗୀର ରେ ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ।ଏହି ଅବସରରେ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀମାନେ ସ୍ୱାଗତ କରିଥିଲେ।