Advertisements
Monday, June 1, 2020
Home headline ଅଷ୍ଟମ ବାର୍ଷିକୀ ବ୍ଲୁ ଡାଇମଣ୍ଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଅଷ୍ଟମ ବାର୍ଷିକୀ ବ୍ଲୁ ଡାଇମଣ୍ଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //
ପାଇକମାଲ (୧୯/୦୨): ପାଇକମାଳ ବ୍ଲକ ଅଧିନସ୍ଥ ସାପଲହର ଗ୍ରାମର ଖେଳପଡିଆ ଠାରେ ଆଜିଠାରୁ ଦିର୍ଘ ୫ ଦିନ ବ୍ୟାପି ଆରମ୍ଭ ହୋଇଥିବା ବ୍ଲୁ ଡାଇମଣ୍ଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି |

ଉକ୍ତ ଉତ୍ସବରେ ବାଦିକଟା ପଞ୍ଚାୟତ ଜଣାଶୁଣା ସମାଜସେବୀ ତଥା ପଞ୍ଚାୟତ ସ୍ତରୀୟ ବିଜୁଜନତା ଦଳ ସଭାପତି ଖିତି ସାହୁ ମୁଖ୍ୟ ଅତିଥିଭାବେ ଯୋଗଦାନ କରି କ୍ରିଡା ପତାକା ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ କ୍ରିଡା ଉତ୍ସବକୁ ଉଦଘାଟନ କରି ଖେଲାଳୀ ମାନଙ୍କୁ ସାହାସ ଯୋଗାଇ ଥିଲେ । ଉକ୍ତ ଉଦଘାଟନୀ ଉତ୍ସବରେ ଗ୍ରାମର ଅଲେକ ପ୍ରଧାନ, ଜୟନ୍ତ ମେହେର, ଗଣେଷ ସରାପ, ଯାଦବ ମେହେର, ଭୂବନେଶ୍ୱର ଧରୁଆ, ଉତ୍ତମ ରଣା ପ୍ରମୁଖଙ୍କ ଉପସ୍ଥିତିରେ ସତିଭଟାର ଭଗତ ସିଂ କ୍ରିକେଟ କ୍ଲବ ଓ ବରଭଟା ର ବିନ୍ଧ୍ୟବାସିନୀ କ୍ରିକେଟ ଟିମ ବରଭଟା ମଧ୍ୟରେ ଖେଳ ଆରମ୍ଭ ହୋଇଯାଇଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବନ୍ଦେ ଉତ୍କଳ ଜନନୀ ଗାଇଲା ସମଗ୍ର ଝାରସୁଗୁଡା

ରିପୋର୍ଟ .ପ୍ରଶାନ୍ତ ମାଝୀ //ଝାରସୁଗୁଡା (୩୦/୫/୨୦୨୦): କରୋନା ଯୁଦ୍ଧରେ ସାମିଲ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ମନୋଭାବ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଶନିବାର...

ବିଦେଶୀ ମଦ ଦୋକାନରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ୬ଗିରଫ, କାର ଓ ସ୍କୁଟି ଜବତ

ରିପୋର୍ଟ: ବିମଳେନ୍ଧୁ ସାହୁ //ଲୋଇସିଂହା (୩୦/୦୫): ବଲାଂଗୀର ଜିଲ୍ଲା ଲୋଇସିଂହା ସ୍ଥିତ ବିଦେଶୀ ମଦ ଦୋକାନରେ କିଛି ଯୁବକ ଗଣ୍ଡଗୋଳ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।...

କାଶିପୁରରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ

ରିପୋର୍ଟ: ଦେବେନ୍ଦ୍ର ନାୟକ //କାଶିପୁର (୩୦.୦୫.୨୦୨୦): କାଶିପୁରରେ ବନ୍ଦେ ଉତ୍କଳ ଜନନୀ ଗାନ ବିଭିନ୍ନ କାର୍ଯ୍ୟାଳୟ ସମେତ ଘରେ ଘରେ ଗାନ କରାଯାଇଛି | କୋଭିଡ ଯୁଦ୍ଧରେ ଲୋକଙ୍କ...

କରୋନା ସୁପର୍ ସିକ୍ସ୍ ରେ ଭୟଭୀତ ବରଗଡ଼

ରିପୋର୍ଟ: ଜଗବନ୍ଧୁ ସାହୁ //ବରଗଡ଼ (୩୦/୦୫): କରୋନାର ସୁପର୍ ସିକ୍ସ୍ ରେ ଅର୍ଥାତ କରୋନା ମହାମାରୀର ଏହି ଲକଡାଉନ୍ ସମୟରେ ଗୋଟିଏ ଦିନରେ ଛଅ ଜଣ ଯାକ ବରଗଡ଼...

Recent Comments

%d bloggers like this: