Thursday, March 28, 2024

Top 5 This Week

Related Posts

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୨୬/୦୨) : ପୁରୀ ବ୍ରହ୍ମଗିରିରେ ମର୍ମନ୍ତୁତ ସଡକ ଦୃର୍ଘଟଣା । ବାଇକ୍ କୁ ପିଟିଲା ବସ୍ !

ଚାଲିଗଲା ଜଣଙ୍କ ଜୀବନ । ବ୍ରହ୍ମଗିରି-ଡେଲାଙ୍ଗ ରାସ୍ତାର ମଣପଡା ଠାରେ ଘଟିଛି ଦୁର୍ଘଟଣା । ରାସ୍ତା ଉପରେ ରକ୍ତା ଅବସ୍ଥାରେ ପଡି ରହିଛି ଅପିଠି ଗ୍ରାମର କମଳ ସାମନ୍ତରାୟ ଙ୍କ ମୃତଶରୀର । କମଳ ରାୟବିଧାର ପଟୁ ବ୍ରହ୍ମଗିରି ଯାଉଥିବା ବେଳେ ସାମ୍ନାପଟୁ ପିଟିଛି ନିଳଚକ୍ର ବସ୍ । ଦିନକୁ ଦିନ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ବାରମ୍ୱାର ଗାଡି ଧିରେ ଚଲାିବାକୁ କୁହାଯାଉଥିବାବେଳେ ଏହାକୁ ଅମାନିଆ ମାନୁନଥିବା ଦେଖିବାକୁ ମିଳିଛି ।

Popular Articles