Friday, March 29, 2024

Top 5 This Week

Related Posts

ଖରା ଦିନ ପାଣି ସଙ୍କଟ ରୁ ମୁକ୍ତି ଦିଅ

ରିପୋର୍ଟ : ଜଗଦୀଶ ଦାଶ
କନ୍ଧମାଳ, (୨୬/୦୨) : ରାଇକିଆ ର ମୂଖ୍ୟ ବଜାର ଉପରେ ଖରା ଦିନ ପାଣି ସଙ୍କଟ ରୁ ମୁକ୍ତି ଓ ଲୋକ ମାନଙ୍କ ସୁବିଧା ପାଇଁ ପାଣି ଟ୍ଟାଙ୍କି ହୋଇଛି କିନ୍ତୁ ତାହା କାର୍ଯ୍ୟକାରୀ ହେବାର ଦେଖିବାକୁ ମିଳୁନି ।WhatsApp Image 2023 02 25 at 13.37.18 ଖରା ଦିନ ପାଣି ସଙ୍କଟ ରୁ ମୁକ୍ତି ଦିଅ

ଖରା ଦିନ ପାଣି ସଙ୍କଟ ରୁ ମୁକ୍ତି ପାଇବା ପାଇଁ ମୂଖ୍ୟ ବଜାର ଉପରେ ହୋଇଥିବା ପାଣି ଟାଙ୍କି ରୁ ଲୋକ ପାଣି ପିଇବା ପାଇଁ ଗଲା ବେଳେ ପାଣି ବାହାରୁ ନାହିଁ । ତ୍ ତାହା କାମ ରେ ଲାଗୁ ନଥିବା ଅସୁବିଧାର କାମ ହେଉଛି । ରାଇକିଆ ବଜାର କୁ ବହୁ ଲୋକ ମାନେ ଆସିଥାନ୍ତି ଗାଡ଼ିରେ । ପାଇପ ଯୋଗେ ପାଣି ଯୋଗାଣ କରି ଲୋକଙ୍କୁ ପାଣି ସଙ୍କଟ ରୁ ଉଦ୍ଧାର ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି ‘ସତ, ହେଲେ ତାର ଲାଭ କଣ ହେଉଛି । ଯେଉଁ ଉଦ୍ଦେଶ୍ୟରେ ଟଙ୍କା ଖର୍ଚ୍ଚ କରାଯାଉଅଛି ତାହା କାମ ଦେଉନି । ହେଲେ ଏ ସବୁ ଟଙ୍କା ଖର୍ଚ୍ଚ କରାଯାଉଅଛି କଣ ପାଇଁ, ନା କାମ ନା ରେ ଟଙ୍କା ଆତ୍ମ ସାତ ପାଇଁ ଯାଉଛି ।

କୋଉ ଅଫିସର ଙ୍କ ମଧ୍ୟ୍ୟ ଏଥି ପ୍ରତି ନିଘା ନାହିଁ । ତା “ଅର୍ଥ ଉର୍ନତି ନା ରେ ଟଙ୍କା ଲୁଟିବା ନୀତି ହିଁ ଅନୁମେୟ ହେଉଛି । ରାଇକିଆ ଅଞ୍ଚଳରେ ପାଣି ର ସୁବିଧା ହେଉଥିଲେ ସୁଦ୍ଧା ଫଳ ଶୂନ । ଲୋକ ମାନେ ବହୁ ସମସ୍ୟାରେ ଭୋଗୁ ଛନ୍ତି । ପ୍ରଶାସନିକ ତରଫରୁ ସେହି ପାଣି ଟାଙ୍କିରେ ପାଣି କଣ ହୋଇ ରହିଛି ଦେଖିଲେ । ବହୁତ୍ ଭଲ ହେବ ବୋଲି ଜନ ସାଧା ରଣ ରେ ଆଲୋ ଚନା ହେଉଛି । ଜୀତୁ ଅଟୋ କର୍ମଚାରି ଜଣଙ୍କ କହିଛନ୍ତି ଏଇ ପାଣି ଟାଙ୍କି ରେ ଆମେ ମାନେ ପାଣି ନେବା ପାଇଁ ଆସିଲେ ତାହା ପାଣି ବାହାରି ନଥାଏ । ଏଣୁ ଏହି ପାଣି ଟାଙ୍କି ତିଆରି ହେଲା ବା ପାଣି ଆସିଲେ ଲୋକ ମାନେ ଉପକୃତ ହେବେ ।

Popular Articles