ଆସନ୍ତା କାଲି ମେଗା ହୋମିଓ ପଥିକ ଚିକିତ୍ସା ଶିବିର ଅନୁଷ୍ଠିତ

0
75
କାଲି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୫/୦୨) : ଆସନ୍ତା କାଲି କାଶୀନଗର ବାରଣାସୀ ହାଇସ୍କୁଲ ପରିସର ରେ ସେବା ସଂସ୍ଥା ଓ ବିଜୁ ପଟନାୟକ ହୋମିଓ ପଥିକ କଲେଜ ବ୍ରହ୍ମପୁର ର ମିଳିତ ଆନୁକୂଲ୍ୟରେ ଏହି ମେଗା ଶିବିର ଅନୁଷ୍ଠିତ ହେବ । 

ଏଠାରେ ନିଦାନ ଓ ଔଷଧ ବଣ୍ଟନ ମଧ୍ୟ କରାଯିବ ବୋଲି ସେବା ସଂସ୍ଥା ର ମୁଖ୍ୟ ତଥା କାଉନ ସିଲର ଶ୍ରୀ କାଟିକି ରାମରାଓ ସୂଚନା ଦେଇଛନ୍ତି । ଏଣୁ ଜନ ସାଧାରଣ ଏହାର ଉପଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି ।