ରାଇକିଆ ରେଞ୍ଜ ଅଫିସ ରେ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ

0
137
ଅନୁଷ୍ଠିତ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୨୫/୦୨) : କନ୍ଧମାଳ ଜିଲ୍ଲା ରାଇକିଆ ରେଞ୍ଜ ଅଫିସ ରେ ଆଜି ଜଙ୍ଗଲ କୁ ନିଆ ଦାଉରୁ ସୁରକ୍ଷା ସଚେତନତା କାର୍ଯ୍ୟ କର୍ମ ହୋଇ ଯାଇ ଥିଲା ।WhatsApp Image 2023 02 24 at 22.04.10 ରାଇକିଆ ରେଞ୍ଜ ଅଫିସ ରେ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ

ଏହି କାକାର୍ଯ୍ୟକ୍ରମ ରେ ରାଇକିଆ ବିଡିଓ, ରାଇକିଆ ବ୍ଲକ୍ ଅଧ୍ୟକ ପ୍ରିତମ ପ୍ରଧାନ, ରାଇକିଆ ସରପଞ୍ଚ, ରାଇକିଆ ଦମକଳ କେନ୍ଦ୍ର ର ଅଫସର, ଓ ରାଇକିଆ ରେଞ୍ଜ ର ଅଫସର ମାଣିକେଶରି ପଟ୍ଟନାୟକ, ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦୁର୍ଗା ସଙ୍କର ପ୍ରଧାନ, ସୁଧା ଦିଗାଳ, ବନ ପାଳ ବିସୁରଥ, ଓ ସଞ୍ଜୟ ମହାପାତ୍ର, ପରିଚାଳନା ଦାୟିତ୍ତ୍ୱ ନେଇଥିଲେ । ବହୁ ଲୋକ ମାନେ ମଧ୍ୟ ଉପସ୍ଥିତ ଥିଲେ ।