ରାଇକିଆ ବ୍ଲକସ୍ତରୀୟ ସମର୍କ ଶିବିର ଅନୁଷ୍ଠିତ

ରିପୋର୍ଟ: ଜଗଦୀଶ ଦାସ //
ରାଇକିଆ(୧୩/୦୨): ରାଇକିଆ ବ୍ଲକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ସମର୍କ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ଶିବିରରେ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରାଯାଇଛି । 5ଟି କୁ ଗୁରୁତର ସହ ନେବାକୁ କୁହାଯାଇଛି । ମୋ ସରକାର ସୁବିଧା କିପରି ଲୋକ ମାନେ ପାଇ ପାରିବେ ଏ ନେଇ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ ସରପଞ୍ଚ ପଞ୍ଚୁ ପ୍ରଧାନ, ବ୍ଲକ ଅଧ୍ୟକ୍ଷା ମାନିନୀ ପ୍ରଧାନ, ରାଇକିଆ ବିଡିଓ ପ୍ରବିଣ କୁମାର ବାଣୁଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଝୁଲିମା ଦଲବେହେରା ଓ ଅନେକ ଲୋକ ମାନେ ଉପସ୍ଥିତ ଥିଲେ |

Leave a Reply

This site uses Akismet to reduce spam. Learn how your comment data is processed.