ଅଜଣା ବାଇକ ଧକ୍କାରେ ବୃଦ୍ଧା ଗୁରୁତର

ରିପୋର୍ଟ: ଭଗବାନ ମହାନ୍ତି
ମୁରିବାହାଲ(୦୭/୦୨): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ଗ୍ରାମର ଭୁଜବଳ ନାଗ(୭୦) ଙ୍କୁ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଗୁରୁତର ହୋଇଯାଇଛନ୍ତି |

ପ୍ରାପ୍ତ ସୂଚନା ଅନୁଯାୟୀ ବୃଦ୍ଧା ଜଣକ ଆଜି ସନ୍ଧ୍ୟାରେ ନିଜ ଗାଁ ଗୁଡିଘାଟ ରୁ ବାହାରି ଯମୁନାବାହାଲ ଗ୍ରାମକୁ ପ୍ରହରୀ ଅଜଣା ବାଇକ ଧକ୍କା ଦେବା ଫଳରେ ତାଙ୍କର ଗୋଟିଏ ହାତ ଭାଙ୍ଗିଯାଇଥିବା ଯୁବକ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କଣ୍ଟାବାଞ୍ଜି ଡାକ୍ତରଖାନା କୁ ପଠାଇଥିଲେ |

Comments are closed.