ପାପକ୍ଷୟ ଲୋକମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟା, ବିନିକା

ରିପୋର୍ଟ: ଧ୍ରୁବରାଜ ମିଶ୍ର
ବିନିକା(୦୩/୦୨): ବିନିକା ପାପକ୍ଷୟ ଲୋକମହୋସବର ୨ୟ ସନ୍ଧ୍ୟାରେ ବଜା ଗଜା ନାଚ ଗୀତଥି ମଂଚ ଦୁଲକି ଯାଉଛେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସୁବର୍ଣ୍ଣପୁର ଜିଲ୍ଲାପରିଷଦ ଅଧ୍ୟକ୍ଷi ଉଷା କୁମାରୀ, ସିନେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ବିନିକା ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦ ପ୍ରମୁଖ ସମ୍ବାନୀତ ଅତିଥିଭାବେ ଯୋଗଦେଇଥିଲେ । ଏହି ଅବସରରେ ସତ୍ୟ ନାରାୟଣ ବଡ଼ପଣ୍ଡାଙ୍କୁ ପାପକ୍ଷୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଥିରେ କମିଟୀର ସଭାପତି ଜୟମଙ୍ଗଳ ବିଶିଙ୍କ ସଭାପତିତ୍ୱ କରିଥିବାବେଳେ ସଂଯୋଜନା କରିଥିଲେ ହିମାଂଶୁ ଭୁସନ ପଣ୍ଡା । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଉପସଭାପତି ତଥା କଳାକାର ଶାଶ୍ୱତ ତ୍ରିପାଠୀ ।

Comments are closed.