Thursday, March 28, 2024

Top 5 This Week

Related Posts

ରମଣା କୁପୁଲି ଠାରେ ମେରିଆ ପର୍ବ ପାଳିତ 

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୨/୨) : ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ କୁଟରା ଗଡ ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ରମଣା କୁପୂଲି ଠାରେ ମେରିଆ ପର୍ବ ଅନୁଷଠିତ ହୋଇଯାଇଛି ।

ରାୟଗଡ଼ା ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଅଟେ । ଏହି ଜିଲ୍ଲା ରେ ଆଦିବାସୀ ଭାଈ ମାନେ ଏକ ନିଆରା ପରମ୍ପରା ଅନୁଯାୟୀ ରମଣା କୁପୁଲି ଠାରେ ମେରିଆ ପର୍ବ ପାଳନ କରିଥାନ୍ତି । ଆଖୁ ଦଣ୍ଡା ନଚିବା, ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ନିଜ ଭାଗ୍ୟ କୁ ଆଦୋରି ନିଜ କୂଳ ର ବନ୍ଧୁ ମାନଙ୍କ ଡାକି ଥାଆନ୍ତି । ଗ୍ରାମରେ ଦିଶାରି ମଧୁବନ ପୀଡି କାକା, ମଣ୍ଡଳ ନାୟକ ତିରୁପତି ପିଡ଼ିକକା, ସନ୍ତୁ, ପୀଙ୍କୁ, କୁମୁଟି ପିଦିକାକା, ସୁଦ୍ରସନ୍, ଶଙ୍କର, ଶ୍ରୀଧର ପିଡିକକା, ନରେନ୍ଦ୍ର ପିଡି କାକା, ଘଷିରାମ ପିଡ କାକା, ଡମ୍ବରୁ, ଜାନି ଭାରତ, ଗିରି, ପ୍ରତାପ, ଦିସାରି ଶ୍ରୀମାଜି, ଚିନ୍ତାମଣି, ଦଳବନ୍ଦୁ, ଆର୍ଯୁ, କୁଞ୍ଜ ବନ୍ , ହିରାଧର ଜଗରଙ୍ଗା, ସଭାପତି ଗୋପୀନାଥ ୱାଦକା, ଛତ୍ରପତି ୱାଦକ, ଅନନ୍ତ ଚିନ୍ତାମଣି ଆଦିବାସୀ ସାମାଜିକ ସାଙ୍ଗ ର ସଭାନେତ୍ରୀ ଶ୍ରୀମତୀ ଅନିତା ପିଡି କାକା ଓ ୱାଡ଼ର୍ ମେମ୍ବର ଗୌରୀ ପିଡି କାକା, ଶ୍ରୀମତୀ ପିଦିକକା, ଲକ୍ଷ୍ମୀ, ଭୂଦେବୀ, ମଦନ, ଇଛବତି, ଅମି, କବିତା, ରେଣୁକା, ଜନ୍ମତି , ସ୍ନିହା, ସଞ୍ଜନା, ଶ୍ରୀନାଥ କାଣ୍ଡ ମକା, ସୋନା ପୁର ପି ଡି କାକା, ଭଗବାନ, ରାଜୀବ ପ୍ରସ୍କା, ଗୋପୀ କଦ୍ରକା, ଲମ୍ଭାଧର କଡରକା, ସୁନ୍ଦର , କାମନା ଏବଂ ଗ୍ରାମବାସୀ ମାନଙ୍କ ମିଳି ମିଶି ଅତି ସୁନ୍ଦର ଭାବରେ ପଦକ୍ଷେପ ଗ୍ରହଣ କରି ଶାନ୍ତି ଶୃଙ୍ଖଳା ରେ ପର୍ବ ପାଳନ କରିଛନ୍ତି ।

Popular Articles