ବଜେଟ ୨୦୨୦-୨୦୨୧ : କେଉଁ କ୍ଷେତ୍ରକୁ କେତେ ଦେଲେ ମୋଦି ସରକାର ?

ନୂଆଦିଲ୍ଲୀ(ଓଡିଶା ନ୍ୟୁଜ୨୪ ): ଆଜି ମୋଦି-୨ ସରକାର ୨୦୨୦-୨୧ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ବିଭିନ୍ନ କ୍ଷେତ୍ରକୁ ମୋଦି ସରକାର ସମାନ ଗୁରୁତ୍ୱ ଦେଇଛନ୍ତି ବୋଲି ଦାବି କରିଛନ୍ତି। ଚଳିତ ବର୍ଷ ମୋଟ ବଜେଟର ପରିମାଣ ୩୦,୪୨,୨୩୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

ତେବେ ଆସନ୍ତୁ ଜାଣିବା ମୋଦି-୨ ସରକାର କେଉଁ କ୍ଷେତ୍ରକୁ କେତେ ଟଙ୍କା ଦେଇଛନ୍ତି-

ପେନସନ-୨,୧୦,୬୮୨
ପ୍ରତିରକ୍ଷା-୩,୨୩,୦୫୩
ମୁଖ୍ୟ ସବସିଡ୍‌-୨,୨୭,୭୯୪
କୃଷି ଓ କୃଷିଭିତ୍ତିକ କାର୍ଯ୍ୟକ୍ରମ-୧,୫୪,୭୭୫
ବାଣିଜ୍ୟ ଓ ଶିଳ୍ପ-୨୭,୨୨୭
ପୂର୍ବୋତ୍ତର ରାଜ୍ୟର ବିକାଶ-୩,୦୪୯
ଶିକ୍ଷା-୯୯,୩୧୨
ଶକ୍ତି-୪୨,୭୨୫
ବୈଦେଶିକ ବ୍ୟାପାର-୧୭,୩୪୭
ଅର୍ଥ-୪୧,୮୨୯
ସ୍ୱାସ୍ଥ୍ୟ- ୬୭,୪୮୪
ଗୃହ ବ୍ୟାପାର-୧,୧୪,୩୮୭
ସୁଧ-୭,୦୮,୨୦୩
ଆଇଟି ଓ ଟେଲିକମ-୫୯,୩୪୯
ଯୋଜନା ଓ ପରିସଂଖ୍ୟାନ-୬,୦୯୪
ଗ୍ରାମୀଣ ବିକାଶ-୧,୪୪,୮୧୭
ବିଜ୍ଞାନ ବିଭାଗ-୩୦୦୨୩
ସମାଜିକ କଲ୍ୟାଣ-୫୩,୮୭୬
ଟିକସ ପ୍ରଶାସନ-୧,୫୨,୯୬୨
ରାଜ୍ୟର ଭାଗ-୨,୦୦,୪୪୭
ପରିବହନ-୧,୬୯,୬୩୭
କେନ୍ଦ୍ରଶାସିତ ଅଞ୍ଚଳ-୫୨,୮୬୪
ସହରାଞ୍ଚଳ ବିକାଶ-୫୦,୦୪୦
ଅନ୍ୟାନ୍ୟ ଖର୍ଚ୍ଚ-୮୪,୨୫୬

Comments are closed.