Thursday, March 28, 2024

Top 5 This Week

Related Posts

୧୭୨ ଲିଟର ମଦ ସହ ଦୁଇ ଗିରଫ

ରିପୋର୍ଟ : ଶିବ ବିଶୋଇ
ଲମତାପୁଟ, (୦୮/୦୨) : ୧୭୨ ଲିଟର ବିଦେଶୀ ମଦ ବୋଝେଇ ବୋଲେରୋ ଗାଡ଼ିସହ ଦୁଇଜଣ ଙ୍କୁ ଗିରଫ କରିଛି ନନ୍ଦପୁର ପୋଲିସWhatsApp Image 2023 02 08 at 18.26.31 1 ୧୭୨ ଲିଟର ମଦ ସହ ଦୁଇ ଗିରଫ

ନନ୍ଦପୁର ପୋଲିସ ସୁଵାଈ ଗ୍ରାମ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ବୋଲେର ଗାଡିକୁ ଯାଞ୍ଚ କରିବାରୁ ବିପୁଳ ପରିମାଣରେ ବିଦେଶୀ ମଦ ଚୋରା କାରବାର କରୁଥିବା ଥିବା ଦେଖିବାକୁ ପାଇଥିଲା । ଏହି ଘଟଣାରେ ଗାଡ଼ିରେ ଥିବା ଧୀରଜ ସିଂ ଏବଂ ଅନୁଜ ସିଂ କୁ ଗିରଫ କରିବା ସହ ମଦ ବୋଝେଇ ଗାଡିକୁ ମଧ୍ୟ ଜବତ କରିଛି ନନ୍ଦପୁର ପୋଲିସ ।

Popular Articles