Wednesday, September 23, 2020
Home Government News ଗୁଣୁପୁରରେ ପଲସ ପୋଲିଓ ଟୀକାଦାନ ଅନୁଷ୍ଠିତ

ଗୁଣୁପୁରରେ ପଲସ ପୋଲିଓ ଟୀକାଦାନ ଅନୁଷ୍ଠିତ

ରିପୋର୍ଟ: ପ୍ରଦୀପ ପାତ୍ର ||
ଗୁଣୁପୁର(୧୯/୦୧): ଆଜି ଦେଶସାରା ପୋଲିଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଗୁଣୁପୁର ଉପଖଣ୍ଡ ଅଞ୍ଚଳରେ ଗୁଣୁପୁର ଉପଖଣ୍ଡ ଭାରପ୍ରାପ୍ତ ଅଧିକାରୀ ଡ଼ଃ ରତିକାନ୍ତ ସାହୁ ଓ ଏଲ ଏଚ ପି ଅଧିକାରୀ ଡି ଯାନୀ ଙ୍କ ତତ୍ୱ।ବଧନରେ ପୋଲିଓ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।

ଆଜି ଗୁଣୁପୁର ଉପଖଣ୍ଡ ଅଞ୍ଚଳରେ ୨୩୫୨ ଜଣଙ୍କୁ ପୋଲିଓ ବୁନ୍ଦା ଦିଆ ଯାଇଥିଲା। ଗୁଣୁପୁର ର ବିଭିନ୍ନ ୱାର୍ଡର ସ୍କୂଲ ମାନଙ୍କରେ ରଖାଯାଇଥିବା ବୂଥ ମାନଙ୍କରେ ବାପ। ମା ମାନେ ନିଜ ନିଜ ଛୁଆଙ୍କୁ ଆଣିଥିଲେ ଓ ପୋଲିଓ ବୁନ୍ଦା ଖୁଆଇ ଥିଲେ।ଅଣ ଗୁଣପୁର ବାସିନ୍ଦା ଙ୍କୁ ପୋଲିଓ ଦେବାର ଏକ ନୂଆ ଅଭିନବ ପ୍ରୟାସ ଉପଖଣ୍ଡ ଚିକିତ୍ସଳୟ କର୍ମଚାରୀ ଙ୍କ ତରଫରୁ କରାଯାଇଛି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଅବ୍ୟବସ୍ଥାରେ ଯାତ୍ରୀ ବିଶ୍ରାମ ଗାର , କଲ୍ୟାଣସିଂହପୁର

ରିପୋର୍ଟ ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର ୨୩/ ୯): ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଳକ ଅନ୍ତର୍ଗତ ବୁଡ଼ାଗୁଡା ଗ୍ରାମ ପଞ୍ଚାୟତ କୁମ୍ବାର ଗୁଡା ଛକଠାରେ ଥିବା ଯାତ୍ରୀ ବିଶ୍ରାମ ଗାର ଅବ୍ୟବସ୍ଥା...

ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା ୨୩ ୵ ୯ ୵ ୨୦):ପଦ୍ମପୁର ଉପଖଣ୍ଡ ରାଜଵୋରାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ପାଇକମାଲ ବ୍ଲକ...

ବାପା ମାଙ୍କ ମୃତ୍ୟୁ ପରେ ଏକ ମାତ୍ର ପୁଅ ସୁଶାନ୍ତ ବର୍ତ୍ତମାନ ଅସାଧ୍ୟ ରୋଗରେ

ରିପୋର୍ଟ: ରାକେଶ ମହାରଣା // ଖଲିକୋଟ (୨୧/୦୯): ସୁଶାନ୍ତ ସ୍ୱାଇଁ, ଜଣେ ଶାନ୍ତଶିଳ ମଣିଷ | ବାପା ମାଙ୍କ ମୁର୍ତ୍ୟୁ ପରେ ବଂଶ ରକ୍ଷା ଦାୟିତ୍ୱ ତାଙ୍କ ଉପରେ |ଘରର ଏକୋଇର ବୋଳା ସୁଶାନ୍ତ,...

ସରକାରୀ ଜମି ଜବର ଦଖଲ ଏବଂ ଅଭିଯୋଗକାରୀଙ୍କୁ ନାଲି ଆଖି, ପ୍ରଶାସନ ଚୁପ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା୨୨ ୵ ୯୵ ୨୦୨୦): ପଦ୍ମପୁର ଉପଖଣ୍ତ ସଦରମହକୁମା ଏନ.ଏ.ସି ଅଧିନସ୍ଥ ବ୍ରାହ୍ମଣୀ ବନ୍ଧ ବହୁ ଦିନ ଧରି ଜରାଯିର୍ଣ ଅବସ୍ଥାରେ ପଡିଥିବା ବେଳେ ବର୍ତମାନ...

Recent Comments

%d bloggers like this: