Wednesday, September 23, 2020
Home District News ୧୯ରେ ସ୍ବର୍ଗୀୟା ପାର୍ବତୀ ଗିରିଙ୍କ ୯୪ତମ ଜୟନ୍ତୀ ଉତ୍ସବ

୧୯ରେ ସ୍ବର୍ଗୀୟା ପାର୍ବତୀ ଗିରିଙ୍କ ୯୪ତମ ଜୟନ୍ତୀ ଉତ୍ସବ

ରିପୋର୍ଟ: ନିରୋଜ ପାଣି ||
ପାଇକମାଲ(୧୭/୧): ପ୍ରଖ୍ୟାତ ସ୍ଵାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ସମାଜ ସେବିକା ସ୍ବାର୍ଗୀୟା ପାର୍ବତୀ ଗିରିଙ୍କ ୯୪ତମ ଜୟନ୍ତୀ ଉତ୍ସବ ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃ ନିକେତନ ପରିସରରେ ଅନୁଷ୍ଠିତ ହେବ।

ଏହି ଉତ୍ସବରେ ବରେଣ୍ଯ ଅତିଥି ଭାବେ ବରଗଡ ଜିଲ୍ଲା ଅଧିକ୍ଷକ ପଦ୍କିନୀ ସାହୁ, ବରଗଡ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସୁଜିତ ଦାଶ, ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ପାଇକମାଲ ତହସିଲଦାର ଶୁଶାନ୍ତ କୁମାର ରଣା, ପାଇକମାଲ ଥାନା ଅଧିକାରୀ ବିଶ୍ଵଜିତ ମନବୋଧ, ପାଇକମାଲ ବିନ୍ଧ୍ୟବାସିନୀ ଜୁନିଅର କଲେଜ ଅଧ୍ୟକ୍ଷ ଶ୍ୟାମଲାଲ ପ୍ରଧାନ ଏବଂ ମୁଖ୍ଯବକ୍ତା ଭାବେ ବିଜେପୁର ମହା ବିଦ୍ୟାଳୟ ଅଧ୍ୟାପକ ଚିନ୍କୟ ସାହୁ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ଉତ୍ସବରେ ବିଶିଷ୍ଟ ସମାଜସେବୀ ସୁବ୍ରତ ବିର୍ତ୍ତିଆ (ସମାଜ ସେବକ ବରଗଡ ଙ୍କୁ ) ” ପାର୍ବତୀ ଗିରୀ ସେବା ସମ୍ମାନ ପ୍ରଦାନ କରାଯିବର କାର୍ଯ୍ୟକ୍ରମ ଅଛି ବୋଲି କସ୍ତୁରବା ଗାନ୍ଧୀ ମାତୃ ନିକେତନ କାର୍ଯ୍ଯକାରୀ କମିଟି ପକ୍ଷରୁ ସୂଚନା ଦେଇଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା ୨୩ ୵ ୯ ୵ ୨୦):ପଦ୍ମପୁର ଉପଖଣ୍ଡ ରାଜଵୋରାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ପାଇକମାଲ ବ୍ଲକ...

ବାପା ମାଙ୍କ ମୃତ୍ୟୁ ପରେ ଏକ ମାତ୍ର ପୁଅ ସୁଶାନ୍ତ ବର୍ତ୍ତମାନ ଅସାଧ୍ୟ ରୋଗରେ

ରିପୋର୍ଟ: ରାକେଶ ମହାରଣା // ଖଲିକୋଟ (୨୧/୦୯): ସୁଶାନ୍ତ ସ୍ୱାଇଁ, ଜଣେ ଶାନ୍ତଶିଳ ମଣିଷ | ବାପା ମାଙ୍କ ମୁର୍ତ୍ୟୁ ପରେ ବଂଶ ରକ୍ଷା ଦାୟିତ୍ୱ ତାଙ୍କ ଉପରେ |ଘରର ଏକୋଇର ବୋଳା ସୁଶାନ୍ତ,...

ସରକାରୀ ଜମି ଜବର ଦଖଲ ଏବଂ ଅଭିଯୋଗକାରୀଙ୍କୁ ନାଲି ଆଖି, ପ୍ରଶାସନ ଚୁପ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା୨୨ ୵ ୯୵ ୨୦୨୦): ପଦ୍ମପୁର ଉପଖଣ୍ତ ସଦରମହକୁମା ଏନ.ଏ.ସି ଅଧିନସ୍ଥ ବ୍ରାହ୍ମଣୀ ବନ୍ଧ ବହୁ ଦିନ ଧରି ଜରାଯିର୍ଣ ଅବସ୍ଥାରେ ପଡିଥିବା ବେଳେ ବର୍ତମାନ...

ଗରିବ ଆଦୀବାସୀ ଝିଅକୁ କଲେଜରେ ଆଡ୍‌ମିଶନ ସହଯୋଗ ମିଳିଲା

ରିପୋର୍ଟ - ନିରୋଜ କୁମାର ପାଣୀ // ବରଗଡ଼ ,ତା ୨୨ ୵ ୯ ୵ ୨୦): ଶିକ୍ଷାଲାଭ କରିବା ପ୍ରତ୍ୟେକ ମଣିଷର ଏକ ମୌଳିକ ଅଧିକାର । ମାତ୍ର ପରିସ୍ଥିତି ଅନେକ ଙ୍କୁ...

Recent Comments

%d bloggers like this: