Friday, March 29, 2024

Top 5 This Week

Related Posts

ତପୋବନ ଏକାଡେମୀ ରେ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗିର/ ଟିଟଲାଗଡ, (୩୦/୦୧) : ତପୋବନ ଏକାଡେମୀ ରେ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ । ସୋମବାର ଅପରାହ୍ନ ୧.୩୦ ମିନିଟ ସମୟ ରେ ସିରୋଲ ଟିଟଲାଗଡ ଥରେ ପିଲାଙ୍କ ଠାରେ ଭ୍ରାମ୍ୟମାଣ ପାଠାଗାର୍ ଆୟୋଜନ ହୋଇଛି ।WhatsApp Image 2023 01 31 at 07.21.51 ତପୋବନ ଏକାଡେମୀ ରେ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ

ଏହାର ଆୟୋଜକ ଥିଲେ ଚାଣ୍ଟିପଲା ଗ୍ରାମର କବି ତଥା ଅବସର ପ୍ରାପ୍ତ ଶିକ୍ଷକ ବୃନ୍ଦାବନ କୁମ୍ଭାର । ଏହି କାର୍ଯ୍ୟକ୍ରମରେ ତପୋବନ ଏକାଡେମୀ ର ଅଧ୍ୟକ୍ଷ ଗଜାନନ ମିଶ୍ର ସଭାପତିତ୍ୱ କରିଥିଲେ । ସମସ୍ତ ଛାତ୍ର, ଛାତ୍ରୀ ମାନେ ଓ ଶିକ୍ଷକ, ଶିକ୍ଷୟତ୍ରୀ ଗଣ ଯଥା ମେରୁୟୁନ ମହାରଣା, ବବ୍ଲି ପ୍ରଧାନି, ଲବଣୀ ବାଗ, ହିମାଦ୍ରି ମାଝୀ, ସୁଶାନ୍ତ ବାଗ, ନିତିଆ ଛତର ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ମୁଖ୍ୟ ଅତିଥି ପ୍ରକାଶ କରିଥିଲେ ଯେ ପ୍ରକୃତ ଓ ଶ୍ରେଷ୍ଟ ବନ୍ଧୁ ।WhatsApp Image 2023 01 31 at 07.21.53 ତପୋବନ ଏକାଡେମୀ ରେ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ

ପୁସ୍ତକ ମାଧ୍ୟମରେ ଜୀବନ କୁ ବ୍ୟାପକ ପରିସର ରେ ଚିହ୍ନିତ କରାଯାଇ ପାରିବ । ଏଣୁ ଛାତ୍ର, ଛାତ୍ରୀ ମାନେ ପାଠାଗାର ର ଉପଯୋଗ କରିବା ନିତାନ୍ତ ଆବଶ୍ୟକ । ତପୋବନ ଏକାଡେମୀ ରେ ଥିବା ପାଠାଗାର କୁ ଆହୁରି ବୃଦ୍ଧି କରାଯିବା ର ଆବଶ୍ୟକ ରହିଛି । ଗଜ ଗହିର ଛିଦ୍ର ଶ୍ରୀ ଯାଦବ, ନିରାକାର ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ଶେଷରେ ଗଜ ଗହୀର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

Popular Articles