Thursday, March 28, 2024

Top 5 This Week

Related Posts

ପୋଡ଼ିଗଲା ୭ ରୁ ଉର୍ଦ୍ଧ୍ୱ ପାଳଗଦା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୨୪/୦୧) : ଅନଗୁଳ ଜିଲ୍ଲା ପାଳଲହଡା ଥାନା ଅନ୍ତର୍ଗତ କନ୍ତଳା ଗ୍ରାମରେ ଅଭାବନୀୟ ଘଟଣା । ନିଆଁ ଲାଗି ୭ ରୁ ଉର୍ଦ୍ଧ ପାଳ ଗଦା ଜଳି ପାଉଁଶ । ଫଳରେ ଖଳାରେ ଥିବା ଧାନ ସମେତ କୁକୁଡ଼ା ଛେଳି ଜୀବନ୍ତ ଜଳି ଯାଇଥିଲେ ।

ଘଟଣା ସ୍ଥଳରେ ପାଳଲହଡା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏକା ଥରକେ ଗୋଟିଏ ଗାଁ’ରେ ବିଭିନ୍ନ ସ୍ଥାନରେ ନିଆଁ ଲାଗିବାକୁ ନେଇଁ ଗ୍ରାମବାସୀ ସନ୍ଦେହ କରିଛନ୍ତି । ପୂର୍ବ ଶତ୍ରୁତାକୁ ନେଇଁ କେହି ଦୁର୍ବୃତ୍ତ ଏଭଳି କାଣ୍ଡ ଭିଅଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ପାଳଲହଡା ପୋଲିସ ଓ ତହସିଲଦାର ପହଞ୍ଚି ଘଟଣା ର ସମୀକ୍ଷା କରିଛନ୍ତି ।

Popular Articles