୧୨୩ ଗଞ୍ଜେଇ ଜବତ

0
95
ଜବତ

ରିପୋର୍ଟ : ଶିବ ବିଶୋଇ
କୋରାପୁଟ, (୨୪/୦୧) : ପୁଣି ମାଛକୁଣ୍ଡ ପଲିସ କୁ ବଡ଼ସଫଳତା । ଗଛିତ ରଖାଯାଇଥିବା ୧୨୩ ଗଞ୍ଜେଇ ଜବତ କରିଛି ଲମତାପୁଟ ଏବଂ ମାଛକୁଣ୍ଡ ପଲିସ

ବିଶେଷ ସୂତ୍ର ରୁ ଖବର ପାଇ ବାଲେଲ ଗ୍ରାମ ରେ ତ୍ରିନାଥ ଖରା ଙ୍କ ଘରେ ସ୍ଥାନୀୟ ମାଜିଷ୍ଟେଡ଼ ଉପସ୍ଥିତ ରେ ଘର ଚାବି ଭାଙ୍ଗି ଘରକୁ ଯାଞ୍ଚ କରିବା ବେଳେ ୫ଟି ବସ୍ଥାରେ ଗଞ୍ଜେଇ ଥିବା ପାଇଥିଲା । ଘଟଣା ସ୍ଥଳରୁ ତ୍ରିନାଥ ଫେରାର ହୋଇଯାଇଥିବା ବେଳେ ଗଞ୍ଜେଇ ଜବତ କରିଛି ପଲିସ । ଏହାର ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ ବୋଲି ପଲିସ ସୂଚନା ଦେଇଛି ।