ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

0
106
ଅଭିଯୋଗ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ଵର, (୨୦/୦୧) : ସୋରରେ ଚାଞ୍ଚଲ୍ୟ । ଦଶମ ଶ୍ରେଣୀ ଛାତ୍ରୀ ଦୁଇ ନାବାଳିକାଙ୍କୁ ସ୍କୁଲ ଯିବା ବାଟରୁ ଉଠାଇ ନେଇ ଦୁଇ ଦିନ ଧରି ଲଜରେ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ।

ଦୁଇ ଜଣକଙ୍କ ନାମରେ ଅଭିଯୋଗ । ମଙ୍ଗଳବାର ଦିନ ସ୍କୁଲ ଯିବା ବାଟରେ ଏକ ଗାଡଡ଼ିରେ ଦୁର୍ବୃତ୍ତ ନେଇ ଯାଇଥିବା ଅଭିଯୋଗ । ପରିବାର ଲୋକ ଖୋଜା ଖୋଜି କରିବା ପରେ ଥାନାରେ ଅଭିଯୋଗ କରିଥିଲେ । ପରେ ଦୁଇଦିନ ପରେ ଦୁଇ ନାବାଳିକା ଘରକୁ ଫେରିଥିଲେ । ଏବେ ସୋର ଥାନାରେ ଦ୍ଵାରସ୍ତ ହୋଇଛନ୍ତି । ଦେହରେ କ୍ଷତ ବିକ୍ଷତ ହୋଇଥିବା ବେଳେ ନିଶା ଦେଇ ବାରମ୍ବାର ଦୁଇ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।