ପ୍ରଧାନ ମନ୍ତ୍ରୀ ଆବାସ ଗୃହ ସମୟ ସୀମା ମଧ୍ୟରେ ସାରିବା ନମସ୍ତେ ପରାମର୍ଶ

0
195
ପ୍ରଧାନ

ରିପୋର୍ଟ : ଲୋକନାଥ ସାହୁ
ଗୁଡାରୀ, (୧୮/୦୧) : ରାୟଗଡ଼ା ଜିଲ୍ଲା ଗୁଡାରୀ ଏନ ଏ ସି ପରିଷଦ ମଧ୍ୟରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ବାସଗୃହ ନିର୍ମାଣ କାର୍ଯ୍ୟ କୁ ସମାପ୍ତ କରିବା ନିମନ୍ତେ ପରାମର୍ଶ । WhatsApp Image 2023 01 17 at 16.22.11 1 ପ୍ରଧାନ ମନ୍ତ୍ରୀ ଆବାସ ଗୃହ ସମୟ ସୀମା ମଧ୍ୟରେ ସାରିବା ନମସ୍ତେ ପରାମର୍ଶ

ପ୍ରଧାନ ମନ୍ତ୍ରୀ ଆବାସ ଗୃହ ସରକାରଙ୍କ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଶେଷ କରିବାକୁ ଜିଲ୍ଲା କାର୍ଯ୍ୟାଳୟ ରୁ କର୍ମଚାରୀ ଆସି ସମସ୍ତ ୱାର୍ଡ଼ ପରିଦର୍ଶନ କରି ହିତାଧିକାରୀ ଙ୍କୁ ବୁଝାଇଥିଲେ । ଗୃହ ର ସମସ୍ତ ସ୍ତରର କାର୍ଯ୍ୟ ଚାଲୁ କରାଯିବା ସହ ଛାତ ସଂପୂର୍ଣ୍ଣ କରିଥିବା ୭୧ ଗୋଟି ଗୃହ କୁ ଚଲିତ ମାସ ଶେଷ ସୁଦ୍ଧା ସରକାର ଙ୍କ ଧାର୍ଯ୍ୟ ନିୟମ ପ୍ରକାରେ ସଂପୂର୍ଣ୍ଣ କରିବା ପାଇଁ ବୁଝିଥିଲେ । ଏଥିରେ ଜିଲ୍ଲା ସହର ଅଞ୍ଚଳ ଉନ୍ନୟନ ସଂଘ ରାୟଗଡ଼ା ର ଅଶୋକ କୁମାର ପଣ୍ଡା, ଇନଫ୍ରାଷ୍ଟ୍ରକଚର ଏକ୍ସପୋର୍ଟ, ସୁଭ୍ରଜିତ ସ୍ୱାଇଁ ଇନଫ୍ରାଷ୍ଟ୍ରକଚର ଏକ୍ସପୋର୍ଟ, ରାୟଗଡ଼ାର ପରିଷଦ ର ଗୋଷ୍ଠୀ ସଂଯୋଜକ, ଅମିନ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।