୫ ଟି ଗ୍ରାମ ପଂଚାୟତ ସ୍ତରୀୟ ଜନ ସଚେତନତା ତଥା ମିଳିତ ଅଭଯୋଗ ଶୁଣାଣି ଶିବିର

ରିପୋର୍ଟ: କୈଳାସ ମାଳବିଶୋୟୀ ||
ଚନ୍ଦ୍ରପୁର (୩୦/୧୨): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମାସ୍ଥିତ ପଞ୍ଚାୟତ ଗ୍ରୁହଠାରେ ପଚ଼ାଂୟତ ସ୍ତରିୟ ଅଭିଯୋଗ ଶୁଣାଣି କାଯ୍ର୍ୟକ୍ରମ ଅନୁଷ୍ଟିତ ହୋଇଥିଲା |

ଏହି କାଯ୍ର୍ୟକ୍ରମକୁ ମୁଖ୍ୟଅତିଥି ଭାବେ ଚନ୍ଦ୍ରପୁର ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରି ଶ୍ରୀ ଜର୍ଜ ଡୁଗଂଡୁଗଂ ଯୋଗଦେଇ ଅଭିଯୋଗ ଶୁଣିଥିଲେ | ସମ୍ମାନୀୟ ଅତିଥିଭାବେ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷା ସଂଜିତା ପ୍ରଟିଗାଂ ତହସିଲଦାର ଶ୍ରୀ ମାନସ କୁମାର ଘରେଇ ଯୋଗଦେଇ ସାମୁହିକ ୨୬ଟି ଅଭିଯୋଗ ଶୁଣିଥିଲେ | କାଯ୍ର୍ୟକ୍ରମକୁ ଚନ୍ଦ୍ରପୁର ପଞ୍ଚାୟତର ଗ୍ରାମସେବିକା ଜଛନା ଶବର ଯୋଗାଣ ସହାୟକ ମାଳୀ ଜୁନାକା ଗ୍ରାମ ରୋଜଗାର ସେବକ ବାବୁଲା ଓ ବ୍ଲକ କମ୍ରଚାରି ସମେତ ପରିଚାଳନା କରିଥିଲେ | ଚନ୍ଦ୍ରପୁର ପଞ୍ଚାୟତର ପ୍ରାୟ ୧୦୦ ରୁ ଉର୍ଦ୍ଧ ପୁରୁଷ ଓ ମହିଳା ଯୋଗଦେଇଥିଲେ |

One response to “୫ ଟି ଗ୍ରାମ ପଂଚାୟତ ସ୍ତରୀୟ ଜନ ସଚେତନତା ତଥା ମିଳିତ ଅଭଯୋଗ ଶୁଣାଣି ଶିବିର”

  1. odisha YouTube says:

    D