ପଦ୍ମପୁର ଉପଖଣ୍ଡରେ ବରଫ ପାତ, ପ୍ରଚୁର ଥଣ୍ଡା

ରିପୋର୍ଟ: ଡିଳେଶ୍ୱର ବାଗ //
ପଦ୍ମପୁର(୨୮/୧୨): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁଡେନ ପଞ୍ଚାୟତ ସିଲେଟ ପାଲି ଗ୍ରାମରେ ଦେଖିବାକୁ ମିଳିଛି ବରଫ । ଆଜି ସକାଳେ ଲୋକ ନିଜ ନିଜ ପାଳ/ନଡ଼ା ଗଦାରେ ଏହି ବରଫ ଦେଖିବାକୁ ପାଇଥିଲେ ।

ଲୋକେ ଏହା ଦେଖି ଖୁସି ହୋଇଥିଲେ , କେବେ ବି ଏହି ଅଞ୍ଚଳରେ ଏପରି ହୋଇନଥିଲା । ତେଣୁ ଏହି ଦୃଶ୍ୟ କୁ ଉପଭୋଗ କରିଥିଲେ । ଏବେ ପଦ୍ମପୁର ଅଂଚଳରେ ଥଣ୍ଡାର ପ୍ରକୋପ ବଢିଛି , ତାର ପ୍ରଭାବରେ ଲୋକେ ବରଫ ଦେଖା ଦେଇଛି । ପରିବର୍ତନ ସିଲ ପକୃତିତ ଏହି ରୂପ ଦେଖି ଲୋକେ ଚକିତ ମଧ୍ୟର ହେଉଛନ୍ତି ।

One response to “ପଦ୍ମପୁର ଉପଖଣ୍ଡରେ ବରଫ ପାତ, ପ୍ରଚୁର ଥଣ୍ଡା”

  1. Prabhat Sahu says:

    ETA aamar gaa ra Siletpali ra