Wednesday, September 23, 2020
Home Farmer Issue ବୈପାରୀଗୁଡାରେ ମାଣ୍ଡିଆ ମଣ୍ଡି ଶୁଭ ଉଦଘାଟନ କଲେ କୋରାପୁଟ ଜିଲ୍ଲାପାଳ

ବୈପାରୀଗୁଡାରେ ମାଣ୍ଡିଆ ମଣ୍ଡି ଶୁଭ ଉଦଘାଟନ କଲେ କୋରାପୁଟ ଜିଲ୍ଲାପାଳ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୨୪/୧୨): ଚଳିତ ବର୍ଷ କୋରାପୁଟ ଜିଲ୍ଲାର ପ୍ରଥମ ମାଣ୍ଡିଆ ମଣ୍ଡି ଶୁଭ ଉଦଘାଟନ ହୋଇଛି | ବୈପାରୀଗୁଡାର ସ୍ଥାନୀୟ ସପ୍ତାହିକ ବଜାର ପରିସରରେ ଜିଲ୍ଲାପାଳଙ୍କ ଦ୍ୱାରା ମାଣ୍ଡିଆ ମଣ୍ଡି ଶୁଭ ଉଦଘାଟନ ହୋଇଛି |

ସିୱାଇଏସଡି ପକ୍ଷରୁ ଆୟୋଜିତ ଉକ୍ତ କାଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ ମଧୁସୁଦନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଣ୍ଡିକୁ ଉଦଘାଟନ କରିଥିଲେ | ଆଦିବାସୀ ଉନ୍ନୟନ ସମବାୟ ନିଗମ ଲିମିଟେଡ଼ ମାଧ୍ୟମରେ ମାଣ୍ଡିଆ କ୍ରୟ କରାଯିବ ବୋଲି ଜଣାପଡିଛି | ବୈପାରୀଗୁଡା ବ୍ଲକର ମାଣ୍ଡିଆ ଚାଷୀ ମାଣ୍ଡିଆ ବିକ୍ରୟ କରିବା ଆରମ୍ଭ କରିଥିଲେ | ଏହି କାର୍ଯ୍ୟକ୍ରମରେ ବୈପାରୀଗୁଡା ଅଧକ୍ଷା,ବିଡ଼ିଓ, ତହସିଲଦାର, ଜିଲ୍ଲା କୃଷି ଅଧିକାରୀ ଉପସ୍ଥିତରେ ମାଣ୍ଡିଆ କ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଚାଷୀଙ୍କ ଉତ୍ସାହ ଦେଖିବାକୁ ମିଳିଛି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା ୨୩ ୵ ୯ ୵ ୨୦):ପଦ୍ମପୁର ଉପଖଣ୍ଡ ରାଜଵୋରାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ପାଇକମାଲ ବ୍ଲକ...

ବାପା ମାଙ୍କ ମୃତ୍ୟୁ ପରେ ଏକ ମାତ୍ର ପୁଅ ସୁଶାନ୍ତ ବର୍ତ୍ତମାନ ଅସାଧ୍ୟ ରୋଗରେ

ରିପୋର୍ଟ: ରାକେଶ ମହାରଣା // ଖଲିକୋଟ (୨୧/୦୯): ସୁଶାନ୍ତ ସ୍ୱାଇଁ, ଜଣେ ଶାନ୍ତଶିଳ ମଣିଷ | ବାପା ମାଙ୍କ ମୁର୍ତ୍ୟୁ ପରେ ବଂଶ ରକ୍ଷା ଦାୟିତ୍ୱ ତାଙ୍କ ଉପରେ |ଘରର ଏକୋଇର ବୋଳା ସୁଶାନ୍ତ,...

ସରକାରୀ ଜମି ଜବର ଦଖଲ ଏବଂ ଅଭିଯୋଗକାରୀଙ୍କୁ ନାଲି ଆଖି, ପ୍ରଶାସନ ଚୁପ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା୨୨ ୵ ୯୵ ୨୦୨୦): ପଦ୍ମପୁର ଉପଖଣ୍ତ ସଦରମହକୁମା ଏନ.ଏ.ସି ଅଧିନସ୍ଥ ବ୍ରାହ୍ମଣୀ ବନ୍ଧ ବହୁ ଦିନ ଧରି ଜରାଯିର୍ଣ ଅବସ୍ଥାରେ ପଡିଥିବା ବେଳେ ବର୍ତମାନ...

ଗରିବ ଆଦୀବାସୀ ଝିଅକୁ କଲେଜରେ ଆଡ୍‌ମିଶନ ସହଯୋଗ ମିଳିଲା

ରିପୋର୍ଟ - ନିରୋଜ କୁମାର ପାଣୀ // ବରଗଡ଼ ,ତା ୨୨ ୵ ୯ ୵ ୨୦): ଶିକ୍ଷାଲାଭ କରିବା ପ୍ରତ୍ୟେକ ମଣିଷର ଏକ ମୌଳିକ ଅଧିକାର । ମାତ୍ର ପରିସ୍ଥିତି ଅନେକ ଙ୍କୁ...

Recent Comments

%d bloggers like this: