Sunday, September 20, 2020
Home Education & Literacy ଗ୍ଲୋବାଲ୍ ଟିଚର୍ ଏଓ୍ୱାଡରେ ସି.ଆର୍.ସି.ସି ସମ୍ମାନୀତ

ଗ୍ଲୋବାଲ୍ ଟିଚର୍ ଏଓ୍ୱାଡରେ ସି.ଆର୍.ସି.ସି ସମ୍ମାନୀତ

ରିପୋର୍ଟ: ନିରୋଜ ପାଣି //
ପାଇକମାଳ୨୨/୧୨): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଧିନସ୍ଥ ପାଇକମାଲ ବ୍ଲକ ଅନ୍ତର୍ଗତ ଲଖମରା କ୍ଲଷ୍ଟର ର ସି.ଆର୍.ସି.ସି ସୁବାଷ ଚନ୍ଦ୍ର ସାହୁ ଗତକାଲି ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ବସନ୍ତ ରାଓ ଚୌହାନ ହଲ ଠାରେ ଗ୍ଲୋବାଲ ଟିଚର କନଫରେନସ୍ ତରଫରୁ ତାଙ୍କର ବେଷ୍ଟ ଇନୋଭେଟିଭ ପ୍ରାକ୍ଟିସ୍ ଏଣ୍ଡ ଆଇଡିଆ ପାଇଁ ଗ୍ଲୋବାଲ୍ ଟିଚରସ୍ ରୋଲ ମଡେଲ୍ ଏଓ୍ୱାଡ୍ ରେ ସମ୍ମାନୀତ ହୋଇଛନ୍ତି |

ଏହି ଉତ୍ସବରେ ଦେଶ ବିଦେଶରୁ ବହୁ ଶିକ୍ଷାବିତ୍, ଶିକ୍ଷକ ଉପସ୍ଥିତ ଥିଲେ । ଶ୍ରୀ ସାହୁ ଜଣେ ଆଦର୍ଶ ଶିକ୍ଷକ ତଥା ସୁଦକ୍ଷ ସି.ଆର୍.ସି.ସି ରୂପେ ବେଶ ପରିଚିତ । ଉକ୍ତ ଖବର ପାଇ ପାଇକମାଲ ବ୍ଲକର ସମସ୍ତ ଶିକ୍ଷକ, ଶିକ୍ଷାବିତ୍,ଛାତ୍ର-ଛାତ୍ରୀ ଙ୍କ ମଧ୍ୟରେ ଖୁସି ର ଲହରୀ ଖେଳିଯାଇଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବନ୍ଧୁଗାଁ ବ୍ଲକର ୫୦ ଜଣ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପଦୋନ୍ନତି

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ ତା୧୯/୯/୨୦): କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକର ୫୦ ଜଣ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ବନ୍ଧୁଗାଁ ଶିକ୍ଷା ବିଭାଗ କାର୍ଯ୍ୟଳୟର ବିଭିନ୍ନ ସ୍କୁଲର କାର୍ଯ୍ୟରତ ଶିକ୍ଷକଙ୍କ...

ବନ୍ଧୁଗାଁ ବ୍ଲକରେ ନୂତନ ତହସିଲଦାରଙ୍କ ଯୋଗଦାନ

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ ତା୧୯/୯/୨୦): ବନ୍ଧୁଗାଁ ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର ଭାବେ ସୀମାଞ୍ଚଳ ପାତ୍ର ଯୋଗ ଦେଇଛନ୍ତି । ସେ ପୁର୍ବେ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଠାରେ ଆଡିସନାଲ ତହସିଲଦାର...

ଉତ୍କଳ ଆଲୁମିନାର (ସିଏସଆର) ଦ୍ୱାରା ୭ଟି ଗାଁରେ ୧୧୮ଗୋଟି ହ୍ୟାଣ୍ଡପମ୍ପ ସ୍ଥାପନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୯/୦୯): ରାୟଗଡା ଜିଲ୍ଲା ଅନ୍ତର୍ଗତ ଟିକିରି ଓ ଆଖପାଖ ଅଞ୍ଚଳ ଗୁଡିକରେ ବିଶୁଦ୍ଧ ପାନୀୟ ଜଳର ବିକଟ ଅଭାବ ପରିଲକ୍ଷିତ ହୋଇଛି ଲ ଏହିପରି ଏକ...

ଆମ୍ଵାଦଳାରେ ଵଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ମୁନିଗୁଡା (୧୯/୯/୨୦): ରାୟଗଡା ଜିଲ୍ଲା ମୁନିଗୁଡା ଵ୍ଲକ ଆମ୍ବାଦଳା ବଡ ହରିଜନ ସାହିରେ ଆଜି ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଜଣେ ଗୁରୁତର ଅବସ୍ଥାରେ...

Recent Comments

%d bloggers like this: