ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ରେ ଚଇତି ପର୍ବ ପାଳିତ

0
133
ରାୟଗଡ଼ା ଜିଲ୍ଲା ବିଷମ

ରିପୋର୍ଟ : ନରତ୍ତମ ପାଢ଼ୀ
ବିଷମ କଟକ, (୭/୧) : ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ରେ ଚଇତି ପର୍ବ ପାଳନ ହୋଇଛି ।WhatsApp Image 2023 01 07 at 13.57.03 ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ରେ ଚଇତି ପର୍ବ ପାଳିତ

ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ରେ ଚଇତି ପର୍ବ ପାଳିତ । ଏଥିରେ ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଯୋଷଧା ହୁଇକା, ଉପ ଜିଲ୍ଲାପାଳ ଶ୍ରୀ ଯୁକ୍ତ ଲଲିତ କୁମାର କୁଆର, ବିଡ଼ିଓ ଶ୍ରୀ ସଦାଶିବ ନାୟକ, ଶ୍ରୀ ରଗାନଥ ନାୟକ, ଶ୍ରୀ ବଟ କୃଷ୍ଟ ପଣ୍ଡା, ଆଦିବାସି ସଭାପତି ଗୌତମ ଉର୍ଲ୍ଲକା, ଜିଲ୍ଲାପରିଷଦ ଶ୍ରୀମତୀ ସୁଜାତା କାଦ୍ରକା, ବିଜୟଶାନ୍ତି କୁବ୍ରିକା, ଥାସିଲଦର୍ ଶ୍ରୀ ଶୁଭେନ୍ଦୁ ନାରାୟଣ ଜେନା, ଉପାଧ୍ୟକ୍ଷ ଶ୍ରୀ ଦେବୀପ୍ରସାଦ ପଟ୍ଟନାୟକ ମଞ୍ଚଷିନ ହୋଇ ଥିଲେ ।WhatsApp Image 2023 01 07 at 13.57.02 ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ରେ ଚଇତି ପର୍ବ ପାଳିତ

ଏହି ମେଳାରେ ବହୁ ଷ୍ଟଲ୍ ngo , ଜିଲ୍ଲା ଜଳ ପରିମଳ ଅଧିକାରୀ ଲକ୍ଷ୍ମୀନାରାୟଣ ଦୋରା, ଏ ଇ ଶ୍ରୀମତୀ ବ୍ରଜେଶ୍ୱରି ପାତ୍ର, BRC ସୋନ୍ତାଂଶ ବିବାହର ,ଶୋଛାଭରତ ମୋଟିଭିଟର ଶ୍ରୀ ନରତ୍ତମ ପାଢ଼ୀ, ରଞ୍ଜିତା କୁସୁଳିଆ, ଜାଗା ,କାହୁଁ ପ୍ରଶାନ୍ତ ହିକକ କ୍ଲୋର୍କ, ବରିଷ୍ଟ ସାମ୍ବାଦିକ ଶ୍ରୀ ଗଣେଶ ରଓ ଉପସ୍ଥିତ ସମସ୍ତ ବିଜେଡ଼ି କର୍ମୀ , ନାନୂପଣ୍ଡା, ପ୍ରଶାନ୍ତ ପାତ୍ର, ଅଶ୍ଵିନୀ ସେଟୀ, କିରଣ ସାରକା, ଅଜିତ ସରକା ଯୋତି ପ୍ରସାଦ ସାହୁ, ବିରସିଂ କୁମ୍ରିକା କୋନବାଇ x ସରପଞ୍ଚ, ବିଷମ କଟକ ସରପଞ୍ଚ ନାମିତ କୁଲିଶିକା, ଦିଲପ ପଟ୍ଟନାୟକ, ରମେଶ grs ପ୍ରମାଦ ନଲା, ସମସ୍ତ କୃଷି ଭିବାଗ ଅଧିକାରୀ, ବ୍ଲକ gipio ଶ୍ରୀ ରଘୁ ନଦାନ ନନ୍ଦ, ଯେଇ ଶ୍ରୀ ନିରଞ୍ଜନ ବେହେରା ଏବଂ ସମସ୍ତ ବ୍ଲକ୍ ଶିକ୍ଷକ, ଛାତ୍ର ଓ ୱାଗନ୍ଵଦି କର୍ମୀ ବିଷମ କଟକ ଗ୍ରାମ ବସୀ ଜନତା ଓ ଡ଼ଙ୍ଗରିଆ କନ୍ଧ ଭାଇ ଭଉଣୀ ଓ ଶ୍ରୀ ସୁଦର୍ଶନ ପାଢୀ ଡ଼ଙ୍ଗରିଆ କନ୍ଧ ଉନ୍ୟନ ଅଧିକାରୀ ଉପସ୍ଥିତ ରହି ଥିଲେ । ସମସ୍ତ ଜନତା ଭରପୁର ଉପ ଭୋଗ କରି ଥିଲେ ।