Advertisements
Monday, June 1, 2020
Home People & Public ହତ୍ୟାକାରୀ କୁ ଗିରଫ ଦାବିରେ ବରଗଡ଼ ରେ ରାସ୍ତାରୋକ

ହତ୍ୟାକାରୀ କୁ ଗିରଫ ଦାବିରେ ବରଗଡ଼ ରେ ରାସ୍ତାରୋକ

ଗତ ହୋଲି ( ତା:-୦୨•୦୩•୨୦୧୮ )ବରଗଡ କପିଳେଶ୍ବର ନଗର ଓଆଡ ନଂ-୧୬ର ବାସିନ୍ଦା (ସୁମନ୍ତ ହଂସ,ବୟସ-୨୫) କିଛି ଦୁର୍ବୃତ୍ତ ଙ୍କ ଆକ୍ରମଣ ର ଶିକାର ହୋଇ ଗୁରୁତର ଅବସ୍ଥାରେ ବୁର୍ଲା ଠାରେ ଚିକିତ୍ସାଧିନ ଅବସ୍ଥାରେ କାଲି ଦିନ 11ଟା ବେଳେ ମୃତ୍ୟୁ ଘଟିଛି । ପଡାର ବାସିନ୍ଦା ଦୋଷି ଙ୍କୁ ଗିରଫ୍ ଓ କ୍ଷତିପୁରଣ ଦାବୀକରି ଗୁରୁଦୁଆରା ଛକଠାରେ ଶବ ରଖି ସଂଧ୍ୟା 7ଟା ରୁ ରାସ୍ତା ରୋକ କରି ଥିଲେ l ପରେ ବିଧାୟକ ଦେବେଶ ଆଚାର୍ଯ୍ୟ ଙ୍କ ଆଶ୍ଵାସନ କ୍ରମେ ଲୋକେ ଆନ୍ଦୋଳନ ରୁ ହଟି ଥିଲେ

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବନ୍ଦେ ଉତ୍କଳ ଜନନୀ ଗାଇଲା ସମଗ୍ର ଝାରସୁଗୁଡା

ରିପୋର୍ଟ .ପ୍ରଶାନ୍ତ ମାଝୀ //ଝାରସୁଗୁଡା (୩୦/୫/୨୦୨୦): କରୋନା ଯୁଦ୍ଧରେ ସାମିଲ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ମନୋଭାବ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଶନିବାର...

ବିଦେଶୀ ମଦ ଦୋକାନରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ୬ଗିରଫ, କାର ଓ ସ୍କୁଟି ଜବତ

ରିପୋର୍ଟ: ବିମଳେନ୍ଧୁ ସାହୁ //ଲୋଇସିଂହା (୩୦/୦୫): ବଲାଂଗୀର ଜିଲ୍ଲା ଲୋଇସିଂହା ସ୍ଥିତ ବିଦେଶୀ ମଦ ଦୋକାନରେ କିଛି ଯୁବକ ଗଣ୍ଡଗୋଳ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।...

କାଶିପୁରରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ

ରିପୋର୍ଟ: ଦେବେନ୍ଦ୍ର ନାୟକ //କାଶିପୁର (୩୦.୦୫.୨୦୨୦): କାଶିପୁରରେ ବନ୍ଦେ ଉତ୍କଳ ଜନନୀ ଗାନ ବିଭିନ୍ନ କାର୍ଯ୍ୟାଳୟ ସମେତ ଘରେ ଘରେ ଗାନ କରାଯାଇଛି | କୋଭିଡ ଯୁଦ୍ଧରେ ଲୋକଙ୍କ...

କରୋନା ସୁପର୍ ସିକ୍ସ୍ ରେ ଭୟଭୀତ ବରଗଡ଼

ରିପୋର୍ଟ: ଜଗବନ୍ଧୁ ସାହୁ //ବରଗଡ଼ (୩୦/୦୫): କରୋନାର ସୁପର୍ ସିକ୍ସ୍ ରେ ଅର୍ଥାତ କରୋନା ମହାମାରୀର ଏହି ଲକଡାଉନ୍ ସମୟରେ ଗୋଟିଏ ଦିନରେ ଛଅ ଜଣ ଯାକ ବରଗଡ଼...

Recent Comments

%d bloggers like this: