Advertisements
Thursday, July 9, 2020
Home headline ପାଇକମାଳ ଗନ୍ଧମାର୍ଦନ ତଳି ଅଞ୍ଚଳରେ ମାଓବାଦୀ ପୋଷ୍ଟର

ପାଇକମାଳ ଗନ୍ଧମାର୍ଦନ ତଳି ଅଞ୍ଚଳରେ ମାଓବାଦୀ ପୋଷ୍ଟର

ରିପୋର୍ଟ: ନିରୋଜ ପାଣି //
ପାଇକମାଳ(୦୧/୧୨): ଆଜି ସକାଳୁ ପାଇକମାଳ ନୂଆପଡ଼ା ରାସ୍ତା କଡ଼ର ଚେରେଙ୍ଗାଝଞ୍ ବସ ଷ୍ଟେନ୍ ନିକଟରେ ମାଓବାଦୀ ପୋଷ୍ଟର ଓ ବେନର ଲାଗି ଥିବା ଦେଖାଯାଇଛି । ଆସନ୍ତା ତା ୨ ରୁ ୮ରିଖ ପର୍ଯ୍ୟନ୍ତ ଯାଏ ପିଏଲଜିଏ ସପ୍ତାହ ପାଳନ କରିବାକୁ ଅନୁରୋଧ କରିଛନ୍ତି ।

ଦଳିତ ଆଦିବାସୀ ମୁସଲିମ ଅଳ୍ପ ସଂଖକ୍ ଙ୍କୁ ସାହାଯ୍ୟ କରିବାକୁ ଲେଖାଯାଇଛି । ବ୍ରାହ୍ମଣୀୟ ହିନ୍ଦୁ ଫସିବାଦକୁ ବିରୋଧ କରାଯାଇଛି । ଡିସେମ୍ବର ୬ତାରିଖକୁ ହିନ୍ଦୁ ଫାସୀବାଦ୍ ବିରୋଧୀ ଦିବସ ଭାବେ ମାନିବାକୁ କୁହାଯାଇଛି । ପୋଷ୍ଟର ଗୁଡାକ ଓଦା ହୋଇ ଥିବାରୁ ଠିକ୍ ପଡ଼ିବା ସମ୍ଭବ ହେଉନାହିଁ । ଦୀର୍ଘ ଦିନ ପରେ ପାଇକମାଳ ଗନ୍ଧମାର୍ଦନ ଅଞ୍ଚଳରେ ପୁଣି ମାଓବାଦୀଙ୍କ ଜାହିର ଦେଖାଦେଇଛି । ଏପରିକି ଚେରେଙ୍ଗାଝଂଜ ଗ୍ରାମ ନିକଟରେ ଲାଗିଥିବା ଏହି ପୋଷ୍ଟର ଅନିତି ଦୂରରେ ବରତୁଣ୍ଡା ଠାରେ ସିଆରପିଏଫ କ୍ୟାମ୍ପ ରହି ଥିବା ହେତୁ ପୋଲିସ ବିଭାଗ ପାଇଁ ଚେଲେଞ୍ଜର ଭୂମିକା ମାଓବାଦୀ ମାନେ ଜାହିର କରିଥିବା ଚର୍ଚ୍ଚା ହେଉଛି । ଘଟଣା ସ୍ଥଳକୁ ପାଇକମାଳ ପୋଲିସ ପହଞ୍ଚି ଘଟଣା ତଦନ୍ତ କରୁଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜିଲ୍ଳାପାଳଙ୍କ କାଶୀପୁର ଗସ୍ତ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ରିପୋର୍ଟ: ଜିଲ୍ଲାପ୍ରତିନଧି ଗୋପୀନାଥ ଗୌଡ଼ //ରାୟଗଡ଼ା (ତା-୯/୭): ରାୟଗଡା ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା କାଶୀପୁର ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଛନ୍ତି ।...

ଝରିଗାଁ ରେ ଜନନୀ ଯନ୍ତ୍ରଣା, ଖଟିଆରେ ପ୍ରସବ କଲେ ପ୍ରସୂତୀ

ରିପୋର୍ଟ: ତ୍ରିନାଥ ଧୁରୁଆ //ଝରିଗାଁ (ତା-୯.୦୭.୨୦୨୦): ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ମlଣ୍ଡlଡଙ୍ଗରି ଗାଁ, ଝରୀଗାଁ ଠାରୁ ମାତ୍ର ଆଠ କିଲୋମିଟର ଦୂର l ହେଲେ ଗାଁ...

ନକଲି ବନ୍ଧୁକ ଦେଖାଇ ଅସଲି ଲୁଟ,ପଦ୍ମପୁର

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୯.୦୭.୨୦୨୦): ପଦ୍ମପୁର ଉପଖଣ୍ତ ପାଇକମାଲ ଥାନା ଅନ୍ତର୍ଗତ ପଦ୍ମପୁର ପାଇକମାଲ ରାସ୍ତା ତାରୀଣି ମନ୍ଦିର ନିକଟରେ ଗତ ତା.୦୮.୦୭.୨୦୨୦ ଦିନ ସନ୍ଧ୍ୟା...

ଆସନ୍ତା କାଲି ଠୁ ବଲାଙ୍ଗୀରରେ କର୍ଫ୍ୟୁ-ସନ୍ଧ୍ୟା ୫ଟାରୁ ସକାଳ ୬ଟା ସଟ ଡାଉନ ଘୋଷଣା

ରିପୋର୍ଟ: ଓଡିଶା ନ୍ୟୁଜ୨୪ବ୍ୟୁରୋ //ବଲାଙ୍ଗୀର (୦୯/୦୭): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବଲାଙ୍ଗୀର ଜିଲ୍ଲାରୁ ଗତକାଲି ଆଉ ୨୧ କରୋନା...

Recent Comments

%d bloggers like this: