Thursday, October 1, 2020
Home Business & Private ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ଯୁବ ସାମ୍ୱାଦିକ ସଂଘ ପକ୍ଷରୁ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଠାରେ ସଫାଇ...

ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ଯୁବ ସାମ୍ୱାଦିକ ସଂଘ ପକ୍ଷରୁ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଠାରେ ସଫାଇ କାର୍ଯ୍ୟକ୍ରମ

ରିପୋର୍ଟ: ଭୋଜରାଜ ବରିହା //
ଖପ୍ରାଖୋଲ(୦୧/୧୨): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଳ ବ୍ଳକରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଠାରେ ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ସଫାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

କାର୍ଯ୍ୟକ୍ରମରେ ପାଟଣାଗଡ଼, ବେଳପଡା, ଖପ୍ରାଖୋଳ ବ୍ଳକର ଯୁବ ସାମ୍ବାଦିକ ମିଳିତ ଉଦ୍ୟମରେ ହରିଶଙ୍କର ମନ୍ଦିର ପରିସରରେ ସଫାଇ କାମ ଅନୁଷ୍ଠିତ ହୋଇଥିଲା । ପ୍ରସିଦ୍ଧ ଐତିହାସିକ ତୀର୍ଥ ସ୍ଥଳି ହରିଶଙ୍କର ପାନ୍ଥନିବାସ ଠାରୁ ମନ୍ଦିର ନିକଟକୁ ଏକ ସ୍ୱଚ୍ଛତା ରେଲି କରାଯାଇଥିଲା । ଏବଂ ମନ୍ଦିର ପରିସରରେ ସଫାଇ କାର୍ଯ୍ୟ କରାଯାଇଥିଲା ମନ୍ଦିର ପରିସରକୁ ପଲିଥିନ, ନାନା ପ୍ରକାର ବର୍ଜ୍ୟ ବସ୍ତୁ ଏଣେ ତେଣେ ନ ପକାଇ ସ୍ୱଚ୍ଛତା ରଖିବା ପାଇ ଲୋକଙ୍କୁ ସଚେତନ କରାଯାଇଥିଲା । ଏହି ତୀର୍ଥ ସ୍ଥାନକୁ ଦେଶ ବିଦେଶରୁ ପ୍ରତିଦିନ ହଜାର ହଜାର ତୀର୍ଥ ଯାତ୍ରୀ ହରିଶଙ୍କରକୁ ପରିଦର୍ଶନ ନିମନ୍ତେ, ଆସୁଥିବା ବେଳେ ମନ୍ଦିର ପରିସର ସ୍ୱଚ୍ଛତା ରଖିବା ସମସ୍ତଙ୍କର ଦଇତ୍ୱ ହୋଇଥିବାବେଳେ ପଟଣାଗଡ଼ ଉପଖଣ୍ଡ ସ୍ତରୀୟ ଯୁବ ସାମ୍ବାଦିକ ସଙ୍ଘର ପରିବେଶ ସ୍ୱଚ୍ଛତା ରଖିବା ପାଇଁ ଏକ ସଚେତନ କାର୍ଯ୍ୟକ୍ରମ ଥିଲା |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବେସରକାରୀ ସଟ୍ ଡାଉନକୁ ନେଇ ଜନ ଅସନ୍ତୋଷ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୯/୦୯): କରୋନା ମୁକାବିଲା ଆଧାରରେ ମାସ ମାସ ଧରି ଲକ୍ ଡାଉନ ଓ ସଟ୍ ଡାଉନ ଘୋଷଣା ଯୋଗୁଁ ଲୋକଙ୍କ ଆର୍ଥିକ ତଥା ସାମାଜିକ...

ଭେଉଁରିଆ ଗ୍ରାମର ଚାଷୀଙ୍କ ଦ୍ୱାରା ଫସଲ ନଷ୍ଟ ପାଇଁ ଲିଖିତ ଅଭିଯୋଗ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୯/୦୯): କରୋନା ମହାମାରୀ ମଣିଷର ଆର୍ଥିକ ମେରୁଦଣ୍ଡକୁ ମଧ୍ୟ ପ୍ରଭାବିତ କରିଛି । କୄଷି କ୍ଷେତ୍ରରେ ସରକାରଙ୍କ କଟକଣା କୋହଲ ହେଲାପରେ ଚାଷୀମାନେ ବହୁ...

ଜୀବନୀଜିବିକାକୁ ସୁଦୃଢ଼ କରିବା ଲାଗି “ଉନ୍ନତ” କାର୍ଯ୍ୟକ୍ରମର ଶୁଭାରମ୍ଭ

ରିପୋର୍ଟ: ଗୋପୀନାଥ ଗୌଡ଼ // ରାୟଗଡ/କାଶିପୁର (୨୯/୦୯): ଆଦିତ୍ୟ ବିର୍ଲା ଗ୍ରୁପ କଂପାନି ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧର ଅଂଶ ସ୍ୱରୂପ ଭାରତ ରୁରାଲ ଲାଇଭଲିହୁଡ୍ ଫାଉଣ୍ଡେସନ (ବିଆରଏଲ୍‌ଏଫ୍‌)...

ଲାଞ୍ଚ ନେବା ମହଙ୍ଗା ପଡିଲା : ଧରାପଡିଲେ କିରାଣୀ ପ୍ରକାଶ ସାହୁ

ରିପୋର୍ଟ: ଗୋପୀନାଥ ଗୌଡ଼ // ରାୟଗଡା (୨୯/୦୯): ଭିଜିଲାନ୍ସ ଜାଲରେ ଫସିଲେ କିରାଣି ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ । ଠିକାଦାରଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ...

Recent Comments

%d bloggers like this: