Advertisements
Thursday, July 9, 2020
Home Education & Literacy କୋଲନରାରେ ମହୁମାଛି ପାଳନ ଓ ପ୍ରଶିକ୍ଷଣ ଶିବିର ଉଦଘାଟିତ

କୋଲନରାରେ ମହୁମାଛି ପାଳନ ଓ ପ୍ରଶିକ୍ଷଣ ଶିବିର ଉଦଘାଟିତ

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡା(୨୯/୧୧): କୋଲନରା ବ୍ଲକର କଳଟିଗୁଡ଼ା ନର୍ସରୀ ଠାରେ ମହୁମାଛି ପାଳନ ଓ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି | ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଓ ଜଳବିଭାଜିକା ଉନ୍ନୟନ ବିଭାଗ, ରାୟଗଡାଙ୍କ ମିଳିତ ପ୍ରଚେଷ୍ଟାରେ କୋଲନରା ବ୍ଲକର କଳଟିଗୁଡା, ଦରବେଡା, ପେଦାଗୁଡ଼ା, ମଣ୍ଡଳ, ଓ ଚକୁଲୁଗୁଡା ଗ୍ରାମରୁ ୧୦୦ଜଣ ଆଗ୍ରହୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ଚାଷୀମାନେ ଯୋଗଦେଇଥିଲେ |

ମହୁଚାଷ କରି କିପରି ଆର୍ଥିକ ଉନ୍ନତି କରିପାରିବେ ସେ ବିଷୟରେ ପୂଙ୍ଖାନୁପୁଙ୍ଖ ଜ୍ଞାନଆହରଣ କରିଥିଲେ | ଉକ୍ତ ଶିବିରରେ ଓ. ୟୁ.ଏ.ଟି ର ପ୍ରଫେସର ଶ୍ରୀଯୁକ୍ତ ରମାନାଥ ମହାପାତ୍ର, କୃଷି ବିଜ୍ଞାନ କେନ୍ଦ୍ର, ଗୁଣୁପୁର ର ବରିଷ୍ଠ ବୈଜ୍ଞାନିକ ଶ୍ରୀଯୁକ୍ତ ବିନୋଦ ବିହାରୀ ଜେନା, ଉଦ୍ୟାନ ବିଭାଗ ରାୟଗଡା ର ସହକାରୀ ନିର୍ଦେଶକ ଶ୍ରୀଯୁକ୍ତ ବିନ୍ଧାଣୀ ଯୋଗଦେଇ ମହୁମାଛି ପାଳନ ବିଷୟରେ ଚାଷୀମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ | ଏହି ଶିବିରରେ ଜିଲ୍ଲା ଜଳବିଭାଜିକା ପ୍ରକଳ୍ପ ନିର୍ଦେଶକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମଲ୍ଲିକ- ମୁଖ୍ୟଅତିଥି ରୂପେ ଯୋଗଦେଇ ମହୁଚାଷ କରି ଆର୍ଥିକ ଲାଭବାନ ହେବାପାଇଁ ଚାଷୀଙ୍କୁ ଉପଦେଶ ପ୍ରଦାନ କରିଥିଲେ | ଶେଷରେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଶ୍ରୀଯୁକ୍ତ ଚିନ୍ତାମଣି ଜେନା ଧନ୍ୟବାଦ ଅର୍ପଣ କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜିଲ୍ଳାପାଳଙ୍କ କାଶୀପୁର ଗସ୍ତ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ରିପୋର୍ଟ: ଜିଲ୍ଲାପ୍ରତିନଧି ଗୋପୀନାଥ ଗୌଡ଼ //ରାୟଗଡ଼ା (ତା-୯/୭): ରାୟଗଡା ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା କାଶୀପୁର ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଛନ୍ତି ।...

ଝରିଗାଁ ରେ ଜନନୀ ଯନ୍ତ୍ରଣା, ଖଟିଆରେ ପ୍ରସବ କଲେ ପ୍ରସୂତୀ

ରିପୋର୍ଟ: ତ୍ରିନାଥ ଧୁରୁଆ //ଝରିଗାଁ (ତା-୯.୦୭.୨୦୨୦): ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ମlଣ୍ଡlଡଙ୍ଗରି ଗାଁ, ଝରୀଗାଁ ଠାରୁ ମାତ୍ର ଆଠ କିଲୋମିଟର ଦୂର l ହେଲେ ଗାଁ...

ନକଲି ବନ୍ଧୁକ ଦେଖାଇ ଅସଲି ଲୁଟ,ପଦ୍ମପୁର

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୯.୦୭.୨୦୨୦): ପଦ୍ମପୁର ଉପଖଣ୍ତ ପାଇକମାଲ ଥାନା ଅନ୍ତର୍ଗତ ପଦ୍ମପୁର ପାଇକମାଲ ରାସ୍ତା ତାରୀଣି ମନ୍ଦିର ନିକଟରେ ଗତ ତା.୦୮.୦୭.୨୦୨୦ ଦିନ ସନ୍ଧ୍ୟା...

ଆସନ୍ତା କାଲି ଠୁ ବଲାଙ୍ଗୀରରେ କର୍ଫ୍ୟୁ-ସନ୍ଧ୍ୟା ୫ଟାରୁ ସକାଳ ୬ଟା ସଟ ଡାଉନ ଘୋଷଣା

ରିପୋର୍ଟ: ଓଡିଶା ନ୍ୟୁଜ୨୪ବ୍ୟୁରୋ //ବଲାଙ୍ଗୀର (୦୯/୦୭): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବଲାଙ୍ଗୀର ଜିଲ୍ଲାରୁ ଗତକାଲି ଆଉ ୨୧ କରୋନା...

Recent Comments

%d bloggers like this: