Friday, August 14, 2020
Home District News ପୁଣି ଚିତ୍ରକୋଣ୍ଡାରେ ଗଞ୍ଜେଇ ଗଛ କଟାଗଲା

ପୁଣି ଚିତ୍ରକୋଣ୍ଡାରେ ଗଞ୍ଜେଇ ଗଛ କଟାଗଲା

ରିପୋର୍ଟ :ରାଜକମଲ ପୁରୋହିତ//
ଚିତ୍ରକୋଣ୍ଡା (୨୯/୧୧): ଆକ୍ସନ ମୋଡ଼ରେ ଚିତ୍ରକୋଣ୍ଡା ପୋଲିସ ଓ ଅବକାରୀ ବିଭାଗ । ଗତ କିଛିଦିନ ହେବ ବିଭିନ୍ନ ଜାଗାରେ ଗଞ୍ଜେଇ ଚାଷକୁ ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ୨୦୦ଏକର ରୁ ଅଧିକ ଚାଷ ନଷ୍ଟ କରିଛନ୍ତି ।

ସ୍ୱାଭିମାନ ଅଂଚଳକୁ ଗଂଜେଇ ମୁକ୍ତ କରିବା ଉଦ୍ଧେଶ୍ୟରେ ଅଣ୍ଟା ଭିଡ଼ିଛନ୍ତି ଏହି ଦୁଇ ବିଭାଗ । ଆଜି ଚିତ୍ରକୋଣ୍ଡା ତହସିଲ ଅନ୍ତର୍ଗତ କୋରକୁଣ୍ଡା ବ୍ଲକର ଖଡିକା ଝୁଡି ଅଞ୍ଚଳରେ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ଗଂଜେଇ ଚାଷକୁ ମାଲକାନଗିରି ଅବକାରୀ ବିଭାଗ ଓ ଚିତ୍ରକୋଣ୍ଡା ଥାନା ମିଳିତ ଉଦ୍ୟମରେ ଗଞ୍ଜେଇ ଚାଷ ଉପରେ ଚଡାଉ କରାଯାଥିଲା।ନାକାମାମୁଡ଼ି ପଂଚୟତର ଖଡିକା ଝୁଡ଼ି ରେ ପାଖାପାଖି ୫୭ଏକର ଜମିରେ ଗଂଜେଇ ଗଛ ନଷ୍ଟ କରାଯାଇଛି।ଯାହାର ଆନୁମାନିକ ମୁଲ୍ୟ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ,ଏହି ଗଂଜେଇ ଗଛ ଗୁଡିକ କାଟିସଫା କରିବା ସହ କଟା ଗଂଜେଇ ଗଛକୁ ନିଆଁ ଲଗେଇ ଜାଳି ଦିଆଯାଇଛି।ଉଭୟ ବିଭାଗ ଦ୍ଵାରା ଆଗାମୀ ଦିନରେ ବେଆଇନ ଗଞ୍ଜେଇ ଚାଷ ଉପରେ ଛଡାଉ କରି ନଷ୍ଟ କରିବା ଲକ୍ଷ୍ୟ ରଖିଛନ୍ତି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: