Advertisements
Tuesday, June 2, 2020
Home Government News ଜି.ଉଦୟଗିରି ବ୍ଳକ ଅଧ୍ୟକ୍ଷାଙ୍କ ବିରୋଧରେ ଆସନ୍ତାକାଲି ଅନାସ୍ଥା ଭୋଟ

ଜି.ଉଦୟଗିରି ବ୍ଳକ ଅଧ୍ୟକ୍ଷାଙ୍କ ବିରୋଧରେ ଆସନ୍ତାକାଲି ଅନାସ୍ଥା ଭୋଟ

ରିପୋର୍ଟ: ଜଗଦୀଶ ଦାସ //
ଜି.ଉଦୟଗିରି(୨୭/୧୧): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଳକ ଅଧ୍ୟକ୍ଷାଙ୍କ ବିରୋଧରେ ଆସନ୍ତାକାଲି ଅର୍ଥାତ ୨୮.୧୧.୧୯ ତାରିଖରେ ଅନାସ୍ଥା ଭୋଟ ଗ୍ରହଣ ହେବାକୁ ଯାଉଛି । କିଛି ଦିନ ପୂର୍ବରୁ ଅଧ୍ୟକ୍ଷା ଓ ନିର୍ବାଚିତ ସଭ୍ୟମାନଙ୍କ ମଧ୍ୟରେ ଚାଲିଥିବା ତୁ ତୁ ମେ ମେ ର ଅବସାନ ଆସନ୍ତାକାଲି ଘଟିବ ବୋଲି ସମସ୍ତଙ୍କର ଆଶା ।

ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।ଅଧ୍ୟକ୍ଷାଙ୍କୁ ଗାଦିଚ୍ୟୁତ କରିବାକୁ ବିରୋଧି ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ବେଳେ, ବିରୋଧିଙ୍କୁ ଚେକ୍ ଦେଇ ନିଜର ଚୌକି ରକ୍ଷା କରିବାକୁ ଅଧ୍ୟକ୍ଷା ମହୋଦୟା ଜୋରଦାର ପ୍ରୟାସ କରୁଥିବା ଶୁଣିବାକୁ ମିଳିଛି । ପ୍ରିଜାଇଡିଂ ଅଫିସର ଭାବେ ଚକାପାଦ ବି ଡି ଓ ଅନିଲ କୁମାର ପଟ୍ଟନାୟକଙ୍କ ଉପସ୍ଥିତିରେ ଗୁପ୍ତ ଭୋଟ ଗ୍ରହଣ କରାଯିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବ୍ଳକର ନିର୍ବାଚିତ ସମସ୍ତ ସରପଞ୍ଚ ଓ ସମିତିସଭ୍ୟ/ସଭ୍ୟା ଉପସ୍ତିତ ରହି ଗୁପ୍ତ ଭୋଟ ଗ୍ରହଣରେ ଭାଗ ନେବାକୁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମାଲକାନଗିରି ପୋଲିସ ପକ୍ଷରୁ ଜନସଚେତନତା ସହ ମାସ୍କ ବଣ୍ଟନ

ରିପୋର୍ଟ: ବୁଦ୍ଧଦେବ ମଣ୍ଡଳ //ମାଲକାନଗିରି (୦୧/୦୬): ଆଜି ରାଜ୍ୟସରକାରଙ୍କ ତରଫରୁ ଲକଡାଉନ୫.୦କୁ ସମଗ୍ର ରାଜ୍ୟରେ ଲାଗୁକରାଇ ଥିବାବେଳେ କିଛି ଜିଲ୍ଲା ରେ ଏହା ପୁର୍ନବାର ଏହା କଠୋର ଭାବେ...

ଭୀମ ଭୋଇଙ୍କ ଉଦ୍ଦେଶ୍ୟରେ ଅପମାନ ଜନକ ଲେଖା ବିରୋଧରେ ଥାନାରେ ଏତଲା ଦେଲେ ବିଶ୍ୱ ହିନ୍ଦୁ ପରିଷଦ ସମିତି

ରିପୋର୍ଟ: ତ୍ରିନାଥ ଧୁରୁଆ //ଝରିଗାଁ (୦୧.୩୦.୨୦୨୦): ସନ୍ଥ କବି ଭୀମଭୋଇଙ୍କ ଉଦ୍ଦେଶ୍ୟରେ ଅପମା ନ ଜନକ ଲେଖା ବିରୁଦ୍ଧରେ ଝରିଗାଁ ଥାନାରେ ଏତଲା ଦେଲେ" ବିଶ୍ୱ ହିନ୍ଦୁ ପରିଷଦ...

କ୍ଲଷ୍ଟରସ୍ତରୀୟ ବିଦାୟ ସମ୍ବର୍ଦ୍ଧନା ସମାରୋହ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ପଡା ଗ୍ରାମରେ କ୍ଲଷ୍ଟର ସ୍ତରୀୟ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି ।...

୬୮ ବୋତଲ କଫ୍ ସିରପ ସହ ଜଣେ ଗିରଫ, ପଦ୍ମପୁର

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧ /୬): ପଦ୍ମପୁର ଉପ ଖଣ୍ତ ଜଗଦଲପୁର ପୋଲିସ ଧୁମାଭଟା ଛକରୁ ଲଖମରା ତାରିଣୀ ମନ୍ଦିର ରାସ୍ତାରେ ଜଣେ କଫ୍...

Recent Comments

%d bloggers like this: