ବିଜେଡିର ମିଶ୍ରଣ ପର୍ବ

ରିପୋର୍ଟ: ରଞ୍ଜନ ନାୟକ ବେହେରା //
ରାମନାଗୁଡ଼ା(୨୪/୧୧): ଆଜି ରାମନାଗୁଡ଼ା ସ୍ଥାନୀୟ ହନୁମାନ ମନ୍ଦିର ପ୍ରାଙ୍ଗଣରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ଉପଦେଷ୍ଟା ଶ୍ରୀଯୁକ୍ତ ସୁଧୀର କୁମାର ଦାସଙ୍କ ଉପସ୍ଥିତିରେ ବିଜେପି ଦଳର ଶତାଧିକ ଅସନ୍ତୁଷ୍ଟ କର୍ମୀ ବିଜେଡି ରେ ଯୋଗ ଦାନ କରିଥିଲେ |

ସେମାନଙ୍କ ମଧ୍ୟରେ ଶିବ ପ୍ରସାଦ ବ୍ରମହା, ଶେଖ ସଲିମ, ସୁବା ରାଓ ନିଶିକା, ଧର୍ମ ରାଜୁ, ଏ. ଏନକାଟି ପ୍ରମୁଖ | ଏହାର ନେତୃତ୍ୱ ନେଇଥିଲେ ରାୟଗଡା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଗଗନ ବିହାରୀ ଆଚାର୍ଯ୍ୟ, ଶେଷରେ ବିଜେଡି ଦଳର ଉତ୍ତରୀୟ ନୂତନ ଭାବେ ଯୋଗ ଦେଇଥିବେ ବିଜେଡି କର୍ମୀଙ୍କୁ ସ୍ୱାଗତ କରି ଶ୍ରୀଯୁକ୍ତ ସୁଧୀର ଦାସ କହିଥିଲେ | ଏଥର ରାମନାଗୁଡ଼ା ବ୍ଲକ ର ବିଜେଡି ପୂର୍ବ ଉପେକ୍ଷା ସୁଦୃଢ ହେବ |

Leave a Reply

This site uses Akismet to reduce spam. Learn how your comment data is processed.