ସିଆରପିଏଫ ୪ର୍ଥ ବ୍ୟାଟଲିୟନ ଓ ସିଭିଲ ପୋଲିସ ର କ୍ରିକେଟ ମ୍ୟାଚ

ରିପୋର୍ଟ: ଗୋପୀନାଥ ଗୌଡ଼
ରାୟଗଡା(୧୭:୧୧): ରାୟଗଡା ସହର ସ୍ଥିତ ରେଳୱେ ଖେଳପଡିଆ ଠାରେ ସିଆରପିଏଫ ୪ର୍ଥ ବାଟାଲିୟନ ଏବଂ ସିଭିଲ ପୋଲିସ ମଧ୍ୟରେ ୨୦-୨୦ଓଭର ର କ୍ରିକେଟ ମ୍ୟାଚର ଶୁଭାରମ୍ଭ ହୋଇଯାଇଛି |

ଏହି ମ୍ୟାଚର ଶୁଭାରମ୍ଭ ସମୟରେ ସିଆରପିଏଫ ଡ଼ିଆଇଜିପି ଶ୍ରୀଯୁକ୍ତ ଏସଡି ପାଣ୍ଡେ, ରାୟଗଡା ଏସପି ଡ଼ଃ ଶ୍ରାଭଣା ବିବେକ ଏମ(ଆଇପିଏସ) ଶ୍ରୀଯୁକ୍ତ ଏସକେ ଠାକୁର ୨୧/ସି, ସିଆରପିଏଫ ୪ର୍ଥ ବାଟାଲିୟନ କୋମାଣ୍ଡେଣ୍ଟ ଶ୍ରୀଯୁକ୍ତ ଅଶୋକ କୁମାର ପିଏମ ପ୍ରମୁଖ ଉପସ୍ଥିତ ଥିଲେ | କ୍ରିକେଟ ପ୍ରତିଯୋଗିତା ଶେଷରେ ସିଆରପିଏଫ ୪ର୍ଥ ବାଟାଲିୟନ ଏହି ମ୍ୟାଚଟିକୁ ଚାରି ଉଇକେଟରେ ବିଜୟୀ ହୋଇଥିଲେ |

Comments are closed.