ପାଇକମାଳ ଅଂଚଳରେ ଟୀକା କରଣ ଅଭିଯାନ

ରିପୋର୍ଟ: ନିରୋଜ ପାଣି
ପାଇକମାଲ(୧୮/୧୧): ବୁକୁରାମୁଣ୍ଡା ଅଂଚଳରେ ଦିର୍ଘ ୪ଦିନ ବ୍ୟାପି ଜାପାନିଜ୍ ଏନସେଫାଲାଇଟିସ୍ ଟୀକା କରଣ ଅଭିଯାନ ପର୍ଯାୟ କ୍ରମେ ଚାଲିଛି |

ଆଜି ବୁକୁରାମୁଣ୍ଡା ସବ୍ ସେଣ୍ଟରରେ ସମୁଦାୟ ୬୮ପିଲା ଟୀକା ପାଇ ଥିବାବେଳେ ବାଦିକଟା ସବ୍ ସେଣ୍ଟରରେ ୨୦୯ଜଣ, ଲଖମରାରେ ୧୩୭, ଚର୍ଦାପାଲି ସବସେଣ୍ଟରରେ ୭୮ଜଣ ପିଲା ଜାପାନିଜ୍ ଏନସେଫାଲାଇଟିସ୍ ଟିକା ପାଇଲେ ବୋଲି ବିଭାଗୀୟ ସୁପରଭାଇଜର୍ ଶ୍ରୀଯୁକ୍ତ ରବିନ୍ଦ୍ର ମୋହନ ଦାଶ ଆମପ୍ରତିନିଧିଙ୍କୁ ଜଣାଇଛନ୍ତି |

Comments are closed.