Advertisements
Tuesday, June 2, 2020
Home District News ରସମୁଣ୍ତା ଗ୍ରାମ୍ୟ ଜଙ୍ଗଲରୁ ପିଆଶାଳ ଗଛ ଜବତ

ରସମୁଣ୍ତା ଗ୍ରାମ୍ୟ ଜଙ୍ଗଲରୁ ପିଆଶାଳ ଗଛ ଜବତ

ରିପୋର୍ଟ:- ନିରୋଜ ପାଣୀ
ପାଇକମାଳ(୧୬/୧୧): ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍କକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ରସମୁଣ୍ତା ଗାଁର ଖାତା ନଂ ୫୭ ପ୍ମନଂ ୩୫ ଚିହ୍ନଟ ହେଉଥିବା ସରକାରୀ ଜମିରେ ଥିବା ପିଆଶାଳ ଗଛ ପାଖାପାଖି ୩/୪ ଦିନ ପୂର୍ବରୁ କଟା ହୋଇ ପଡିଥିଲା ।

କଟା ହୋଇଥିବା ଗଛକୁ ପାଇକମାଳ ଫରେଷ୍ଟ ସିଂ ବାବୁ ଓ ରେଂଜ ଜବତ କରି ଏକ ଟ୍ରାକ୍ଟର ଯୋଗେ ନିଜ କାର୍ଯ୍ୟଳୟକୁ ଆଜି ଶନିବାର ଅପରାହ୍ନ ୪:୩୦ମିନିଟରେ ଆଣିଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଗଛଟିକୁ ଜବତ କରାହୋଇଛି । ପୂର୍ତ୍ତି ବିଭାଗ ବିଜୁ ଏକ୍ସପ୍ରେସ ୱେ ନିକଟତର ସରକାରୀ ଜମିରେ ଗଛଟିକୁ ମେସିନ୍ ରେ ଚାଳୁଥିବା କରତ ସାହାର୍ଯ୍ୟରେ କଟାହୋଇଛି । କର୍ତ୍ତୃପକ୍ଷଙ୍କୁ ପଚାରିବାକୁ ରସମୁଣ୍ତା ଗ୍ରାମର ଜଣେ ଦୁର୍ବୃତ୍ତ ଗଛଟିକୁ ବ୍ୟବସାୟ ମାଧ୍ୟମରେ କଟାଯାଇଛି । ଜମିର ମାପ ଡିମାରକେଶନ କରି ଠିକ୍ ସ୍ଥାନ ନିରୁପଣ ହେଲା ପରେ ଦୋଷୀ ଉପରେ ଉଚିତ୍ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ଅଧିକାରୀଙ୍କ ଠାରୁ ପ୍ରକାଶ କରିଛନ୍ତି । ଏମିତି ତଥ୍ୟ ବିଭାଗୀୟ ଫରେଷ୍ଟ ଫୋନ ମାଧ୍ୟମରେ ସୂଚନା ପ୍ରଦାନ କରିଥିଲେ । ଗଛର ଅନୁମାନିକ ମୂଲ୍ୟ ୩୦ ରୁ ୩୫ ହଜାର ଟଙ୍କା ହୋଇ ପାରେ । ଦୁର୍ବୁତ୍ତ ଜଣକ ଆଗରୁ ଏମିତି ବ୍ୟବସାୟ କରିଥିବା ହେତୁ ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସାଧାରଣରେ ଦାବି ହୁଏ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କ୍ଲଷ୍ଟରସ୍ତରୀୟ ବିଦାୟ ସମ୍ବର୍ଦ୍ଧନା ସମାରୋହ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ପଡା ଗ୍ରାମରେ କ୍ଲଷ୍ଟର ସ୍ତରୀୟ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି ।...

୬୮ ବୋତଲ କଫ୍ ସିରପ ସହ ଜଣେ ଗିରଫ, ପଦ୍ମପୁର

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧ /୬): ପଦ୍ମପୁର ଉପ ଖଣ୍ତ ଜଗଦଲପୁର ପୋଲିସ ଧୁମାଭଟା ଛକରୁ ଲଖମରା ତାରିଣୀ ମନ୍ଦିର ରାସ୍ତାରେ ଜଣେ କଫ୍...

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବଦାନ୍ୟତା, ଦାଦନ ବଜାରରୁ ଉଦ୍ଧାର ହେଲେ ବନ୍ଧକ ନାବାଳିକା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //ନବରଙ୍ଗପୁର (୦୧/୦୬): ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ନବରଙ୍ଗପୁର ନାବାଳିକା । ନାବାଳିକା ଝିଅର ମା ନିଜ ଶରୀରର ଚିକିତ୍ସା କରାଇବା ପାଇଁ...

ବଡ ଖବର: ବଲାଙ୍ଗୀର ଜିଲ୍ଲା ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡାଉନ, ଜୁନ ୩୦ ଯାଏଁ କଟକଣା ଅବ୍ୟାହତ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋବଲାଙ୍ଗୀର (୦୧/୦୬): ଆଜିଠୁ ଦେଶରେ ଆରମ୍ଭ ହୋଇଛି ଅନଲକ-୧। ହେଲେ ନିଜ ନିଜ ରାଜ୍ୟର ପରିସ୍ଥିତି ଦେଖି ସରକାର ଯେ କୌଣସି ପଦକ୍ଷେପ ନେଇପାରିବେ...

Recent Comments

%d bloggers like this: