Advertisements
Wednesday, July 8, 2020
Home Accidental Death ବାରହା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ମଣିଷ ପାଇଁ ହେଲା କାଳ

ବାରହା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ମଣିଷ ପାଇଁ ହେଲା କାଳ

ଗଞ୍ଜାମ(୧୩/୧୧): ବେଗୁନିଆପଡ଼ା ବ୍ଳକ କେ. ବରିଡ଼ା ପଞ୍ଚାୟତ ପିହାଣିଆରେ ଅଘଟଣ। ବାରହା ଫସଲ ନଷ୍ଟ କରୁଥିବା ନେଇ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ଯକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତ ବ୍ଯକ୍ତି ଜଣକ ହେଲେ ପିହାଣିଆ ଗ୍ରାମର ଧୋବା ସିଥ। ତେବେ ବେଆଇନ ଭାବେ ବିଦ୍ୟୁତ ତାର ବିଛାଯାଇଥିବା ଏବଂ ଉକ୍ତ ତାର ସଂସ୍ପର୍ଶରେ ଆସି ଧୋବାଙ୍କ ମୃତ୍ୟୁ ଘଟିବା ପରେ ତରବରିଆ ଭାବେ ତାଙ୍କୁ ଶ୍ମଶାନକୁ ନେଇ ସତ୍କାର କରିବାକୁ ଉଦ୍ୟମ କରୁଥିବା ବେଳେ ଖବର ପାଇ ଖଲ୍ଲିିକୋଟ ପୋଲିସ ମୃତ ବ୍ଯକ୍ତିଙ୍କ ଦରପୋଡା ଶରୀର ଉଧାର କରି ବ୍ଯବଚ୍ଛେଦ ପାଇଁ ପଠାଇଛି l ଘଟଣାରେ ଯିଏ ସଂପୃକ୍ତ ଅଛନ୍ତି ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ରିପୋର୍ଟ: ଜଗନ କୁମାର ସେଠି

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସାଂସଦଙ୍କ ବନ୍ଧୁଗାଁର ଆଦର୍ଶ ପଞ୍ଚାୟତକୁ ସମୀକ୍ଷା ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୭/୬/୨୦): କୋରାପୁଟ ଜିଲ୍ଲା ସାଂସଦ ମାନ୍ୟବର ସପ୍ତଗିରି ଶଙ୍କର ହୁଲୁକା ଗାରିଡି ଆଦର୍ଶ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିବା ସହିତ ଉପସ୍ଥିତ...

ପଦ୍ମପୁର ଭେଉଁରିଆ ଓ ଜମଲା ଠାରେ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୮ ୵ ୭ ୵ ୨୦୨୦): ଜମଲା ହସପିଟାଲ ପରିସରରେ ଓ ପଦ୍ମପୁର ନିକଟସ୍ଥ ଭେଉଁରିଆ ଗ୍ରାମ ଠାରେ ଡାକ୍ତର,ନର୍ସ, ଏଏନଏମ,...

ଜର୍ଜଗଡରେ ବନ ମହୋତ୍ସବ ପାଳିତ ,୨୦୦ ଚାରା ରୋପଣ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୭ ୵ ୭ ): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଜର୍ଜଗଡ ଠାରେ ବୁଧବାର ୭୧ ତମ...

ଆୟୁଷ ଡାକ୍ତର ଙ୍କ ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ

ରିପୋର୍ଟ: ରାକେଶ ମହାରଣା //କୋଦଳା(୦୭/୦୭): ସାମ୍ପ୍ରତିକ ସମୟରେ କରୋନା ମହାମାରୀ ତାର କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ତାର ଦୌରାତ୍ମ୍ୟ ବଢିଚାଲିଛି।ଏ ଭିତରେ ଅନେକ ନିରୀହ...

Recent Comments

%d bloggers like this: