Advertisements
Thursday, July 2, 2020
Home Cultural & Festival ମାଣ୍ଡୋସିଲରେ କାର୍ତ୍ତିକେଶ୍ଵର ପୂଜା ଉଦଯାପିତ

ମାଣ୍ଡୋସିଲରେ କାର୍ତ୍ତିକେଶ୍ଵର ପୂଜା ଉଦଯାପିତ

ପାଇକମାଳ(୧୨/୧୧): ପାଇକମାଳ ବ୍କକ ମାଣ୍ଡୋସିଲ ସ୍ଥିତ ଇନ୍ଦିରା ନଗର ପଡାବାସୀଙ୍କ ଉଦ୍ୟମରେ କାର୍ତ୍ତିକେଶ୍ଵର ପୂଜା ତିନିଦିନ ଧରି ମହା ସମାରୋହରେ ପାଳନ କରାଯାଇଛି ।

ଏହି ପୂଜାରେ ପ୍ରମୋଦ ପ୍ରଧାନ ଓ ତାଙ୍କର ଧର୍ମ ପତ୍ନୀ କର୍ଭା ଭାବେ ବସିଥିଲେ । ଏହି ଉପଲକ୍ଷେ ମନୋରଞ୍ଜନ କାର୍ଯ୍ୟକ୍ରମ ନାଟକ କୀଚକ ବଧ ଅନୁଷ୍ଠିତ ହୋଇଥିଲା । ଉଦଯାପନୀ ଦିନରେ ଭକ୍ତ ମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ କରିଥିଲେ । ପୂଜା କମିଟି ନୃସିଂହ ବେହେରା, କବିରାଜ ସାହୁ, ଶରତ ହଂସ, ଶୁକୃ ଖୁଣ୍ଟିଆ, ଟୁନା ସାହୁ, ଦେବ ରଞ୍ଜନ ଶବର, ଅକ୍ରୁର ଦାଶ, ମାଧବ ରଣା, ଭୁବନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

ରିପୋର୍ଟ- ନିରୋଜ ପାଣୀ

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବେସରକାରୀ ଫାଇନାନ୍ସ ଜବରଦସ୍ତ ଋଣ ଆଦାୟ ଅଭିଯୋଗ

ରିପୋର୍ଟ : ଜଗଦୀଶ ଦାସ //ରାଇକିଆ (୦୧/୦୭ ): ସାରାବିଶ୍ୱରେ ବିଶ୍ୱମହାମାହାମାରୀ କାରୋନା କାୟାବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ କାରୋନା ଆତଙ୍କ ଖେଳାଇଛି ଦିନକୁ ଦିନ କୋରନା...

ମାକ୍ସ ପିନ୍ଧିବା ଲାଗି ସଚେତନ କଲେ ପୁଲିସ କର୍ମଚାରୀ

ରିପୋର୍ଟ୍: ଜଗନ୍ନାଥ ଦଳେଇ //ଖଇରପୁଟ (୧/୭): ଦିନକୁ ଦିନ ଭୟାବହ ସୃଷ୍ଟି କରୁଛି କରନାରେ ଏହି ସଂକ୍ରାମକ ରୋଗ। ପ୍ରତି ଦିନ ୧୦୦ ରୁ ଉର୍ଦ୍ଧ ଵଡୁଛନ୍ତି କରନାରେ...

ବିନା ରଥରେ ମହାପ୍ରଭୁ ଜନ୍ମ ବେଦୀ ରୁ ମନ୍ଦିରକୁ ଫେରିଲେ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧୵ ୭): ବରଗଡ ଜିଲ୍ଲା ଝାରବନ୍ଧ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ଏ ସୁଭଦ୍ରା ମାଉଁସୀ ମନ୍ଦିରରେ ନଅଦିନ...

ଆଲୋମଣ୍ଡା ଓ ଡୁମାଡ଼ଙ୍ଗର ସାପ୍ତାହିକ ବୁଧବାର ବଜାର ବନ୍ଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧:୭:୨୦): କୋରାପୁଟ ଜିଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଗତ ୨୭ ତାରିଖ ଦିନ ୧୦ କରନା ରୋଗୀ ଚିହ୍ନଟ ହୋଇଥିବା ସହ...

Recent Comments

%d bloggers like this: