Advertisements
Thursday, July 2, 2020
Home District News ସହାୟତାର ହାତ ବଢ଼ାଇଲେ ଧଣ୍ଡାମୁଣ୍ଡା ଆଞ୍ଚଳିକ ମଞ୍ଚର ସ୍ୱୟଂ ସହାୟିକା ଦଳର ମା ମାନେ

ସହାୟତାର ହାତ ବଢ଼ାଇଲେ ଧଣ୍ଡାମୁଣ୍ଡା ଆଞ୍ଚଳିକ ମଞ୍ଚର ସ୍ୱୟଂ ସହାୟିକା ଦଳର ମା ମାନେ

ଖପ୍ରାଖୋଳ(୧୧/୧୧): ଚଳିତ ମାସ ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଳ ବ୍ଳକ ବାଞ୍ଜିପାଳି ଗାଁର ଅକ୍ଷୟ ବରିହାଙ୍କ ଝିଅ ଶଶୀ ବରିହା ରାତ୍ରି ସମୟରେ ରାସ୍ତାରେ ଯାଉଥିବା ସମୟରେ ଏକ ଚାରିଚକିଆ ଗାଡି ଆସି ପଛ ପଟରୁ ଧକ୍କା ଦେଇ ଚାଲିଯାଇ ଥିଲା ।

ଶଶୀ ବରିହାର ଅଣ୍ଟା ଫେକ୍ଚର ହେବାସହ ଗୋଡ଼ରେ ଆଘାତ ଲାଗିଥିବାରୁ ତାକୁ ବଲାଙ୍ଗୀର ସରକାରୀ ହସ୍ପିଟାଲରେ ଆଡ଼ମିଟ କରାଯାଇଥିଲା | ଶେଷରେ ସଂମ୍ବଳପୁ ବୁର୍ଲା ହସ୍ପିଟାଲକୁ ରେଫର କରାଯାଇଥିଲା । ଅକ୍ଷୟ ବରିହା ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ନିଜ ଗହଣା,ବାସନ ବିକ୍ରି କରି ନିଜ ଝିଅ ଚିକିତ୍ସା ପାଇଁ ତିରିଶ ହଜାରରୁ ଅଧିକ ଖର୍ଚ୍ଚ କରି ଚିକିତ୍ସା କରୁଥିବା ବେଳେ ଧଣ୍ଡାମୁଣ୍ଡା ପଞ୍ଚାୟତର ଷୋହଳଟି ଆଞ୍ଚଳିକ ମଞ୍ଚର ମାଁ ମାନେ ଏବଂ ଷୋହଳ ଜଣ ସି.ଅର.ପି, ଏମ.ବି.କେ ମାଧୁରୀ ଦୀପ,ସଭାନେତ୍ରୀ-ପଦ୍ମାବତୀ ବରିହା,ସମ୍ପାଦିକା-ଦୀପାଶ୍ରୀ ହଂସ ଧଣ୍ଡାମୁଣ୍ଡା ସମିତି ସଭ୍ୟ ଶୋଭମୟ ମିଶ୍ର ପ୍ରମୁଖ ବୁର୍ଲା ହସ୍ପିଟାଲକୁ ଯାଇ ପନ୍ଦର ହଜାର ଟଙ୍କା ସହାୟତା ଦେଇଥିଲେ |

ରିପୋର୍ଟ-ଭୋଜରାଜ ବରିହା

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବେସରକାରୀ ଫାଇନାନ୍ସ ଜବରଦସ୍ତ ଋଣ ଆଦାୟ ଅଭିଯୋଗ

ରିପୋର୍ଟ : ଜଗଦୀଶ ଦାସ //ରାଇକିଆ (୦୧/୦୭ ): ସାରାବିଶ୍ୱରେ ବିଶ୍ୱମହାମାହାମାରୀ କାରୋନା କାୟାବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ କାରୋନା ଆତଙ୍କ ଖେଳାଇଛି ଦିନକୁ ଦିନ କୋରନା...

ମାକ୍ସ ପିନ୍ଧିବା ଲାଗି ସଚେତନ କଲେ ପୁଲିସ କର୍ମଚାରୀ

ରିପୋର୍ଟ୍: ଜଗନ୍ନାଥ ଦଳେଇ //ଖଇରପୁଟ (୧/୭): ଦିନକୁ ଦିନ ଭୟାବହ ସୃଷ୍ଟି କରୁଛି କରନାରେ ଏହି ସଂକ୍ରାମକ ରୋଗ। ପ୍ରତି ଦିନ ୧୦୦ ରୁ ଉର୍ଦ୍ଧ ଵଡୁଛନ୍ତି କରନାରେ...

ବିନା ରଥରେ ମହାପ୍ରଭୁ ଜନ୍ମ ବେଦୀ ରୁ ମନ୍ଦିରକୁ ଫେରିଲେ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧୵ ୭): ବରଗଡ ଜିଲ୍ଲା ଝାରବନ୍ଧ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ଏ ସୁଭଦ୍ରା ମାଉଁସୀ ମନ୍ଦିରରେ ନଅଦିନ...

ଆଲୋମଣ୍ଡା ଓ ଡୁମାଡ଼ଙ୍ଗର ସାପ୍ତାହିକ ବୁଧବାର ବଜାର ବନ୍ଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧:୭:୨୦): କୋରାପୁଟ ଜିଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଗତ ୨୭ ତାରିଖ ଦିନ ୧୦ କରନା ରୋଗୀ ଚିହ୍ନଟ ହୋଇଥିବା ସହ...

Recent Comments

%d bloggers like this: