Advertisements
Thursday, July 16, 2020
Home Children Issue ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ଓ କନ୍ୟା ଶିବିର କାର୍ଯ୍ୟକ୍ରମ

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ଓ କନ୍ୟା ଶିବିର କାର୍ଯ୍ୟକ୍ରମ

ରିପୋର୍ଟ : ଜଗନ କକୁମାର ସେଠି
ଗଞ୍ଜାମ(୧୦/୧୧): କୋଦଳା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶିଶୁ ଶିବିର ଓ କନ୍ୟା ଶିବିର ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପଚନ୍ଦ୍ର ପଟ୍ଟନାୟକଙ୍କ ତତ୍ୱବଧାନରେ ବରିଷ୍ଠ ଅର୍ଚାଯ୍ୟ ଶ୍ରୀଯୁକ୍ତ ଅକ୍ଷୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା |

ପୂର୍ବାହ୍ନ ୮ଘ.ରୁ ଶିଶୁଙ୍କ ଉପସ୍ଥିତି ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା | ପ୍ରଥମେ ବନ୍ଦନା ପ୍ରାଥନା ଓ ଜଳପାନ ପରେ ଶିଶୁମାନେ ମା ନାରାୟଣୀ ପୀଠ ଭ୍ରମଣରେ ଯାଇଥିଲେ | କନ୍ୟାମାନଙ୍କର ଡାକ୍ତର ପରାମର୍ଶ କରାଯାଇଥିଲା | ତତସଙ୍ଗେ ସଙ୍ଗେ ଆବର୍ଜନାରୁ ଗୃହପକରଣ ତଥା ପୁନଃ ବିନିଯୋଗ ବ୍ୟବସ୍ଥା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଶିଶୁ ଭଉଣୀମାନେ ପୁରସ୍କୃତ ହୋଇଥିଲେ | କାର୍ଯ୍ୟକ୍ରମ ଶେଷରେ ଶିଶୁମାନେ ଭୋଜନ କରି ବିଶ୍ରାମ ନେଇଥିଲେ | ଅପରାହ୍ନ ୩ଘଣ୍ଟିକା ସମୟରେ ହାଟ ବଜାର କାର୍ଯ୍ୟକ୍ରମ ବେଶ ଲୋଭନୀୟ ହୋଇଥିଲା | ଏବଂ ଚାରି ଘଣ୍ଟା ବେଳେ ବନ୍ଦେମାତରଂ କରି ଶିବିରାର୍ଥୀମାନେ ସ୍ବଗୃହକୁ ପ୍ରତ୍ୟାବର୍ତନ କରିଥଲେ | ଏଥିରେ ବୌଦ୍ଧିକ ପରିଚାଳନା ଅନିତା ଆଚାର୍ଯ୍ୟ, ଅତିଥି ପରିଚୟ ମାନସୀ ଗୁରୁମା, ବ୍ୟକ୍ତିଗତ ଗୀତ ପରିବେଷଣ ଚନ୍ଦ୍ରକଳା ଗୁରୁମା, ବିଷ୍ଣୁ ଗୁରୁମାଙ୍କ ଅମୃତ ବଚନ ପାଠ ଦ୍ୱାରା କାର୍ଯ୍ୟକ୍ରମ ହୋଇଥିଲା | ପ୍ରମିଳା ଗୁରୁମାଙ୍କ ନିର୍ଦେଶରେ କାର୍ଯ୍ୟକ୍ରମ ସାଫଲ୍ୟ ମଣ୍ଡିତ ହୋଇପାରିଥିଲା |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ-ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ପରୀକ୍ଷାର୍ଥୀ ଶତପ୍ରତିଶତ କୃତକାର୍ଯ୍ୟ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ରାଜ୍ୟ ସ୍ତରୀୟ ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଫଳ l ଏହାସହିତ ଟିକିରି ଥାନାସ୍ଥିତ ଦୋରାଗୁଡ଼ାରେ ଅବସ୍ଥିତ...

ଦଶମ ଶ୍ରେଣୀ ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ, ଥେରୁବାଲି ସ୍ଥିତ ଚିନ୍ମୟ ବିଦ୍ୟାଳୟର ରେକର୍ଡ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ଚାଳିତ ବର୍ଷର ଦଶମ ଶ୍ରେଣୀ ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ l ରାୟଗଡା ଜିଲ୍ଲା ଅନ୍ତର୍ଗତ ଥେରୁବାଲି...

ବୁର୍ଲା ଭିମସାର ରେ ୪ କରୋନା ଯୋଦ୍ଧା କରୋନା ରେ ଆକ୍ରାନ୍ତ

ସମ୍ବଲପୁର (ଓଡିଶା ନ୍ୟୁଜ୨୪ବ୍ୟୁରୋ-୧୬/୦୭): ବୁର୍ଲା ଭୀମସାର ୪ କରୋନା ଯୋଦ୍ଧା ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ୪ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୪ କରୋନା...

କଳାହାଣ୍ଡିରେ ପୁଣି ଦୁଇ କରୋନା ପଜିଟିଭ, ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ପଦକ୍ଷେପ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (୧୫.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ଦୁଇ କରୋନା ପଜିଟିଭ ରିପୋର୍ଟ ଆସିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଜଣେ ଦିଲ୍ଲୀ...

Recent Comments

%d bloggers like this: