Advertisements
Wednesday, July 8, 2020
Home Government News ଟିକିରି ପୋଲିସ ଜବତ କଲେ ୨ଲକ୍ଷ ୩୦ହଜାର ଟଙ୍କାର ନକଲି ୨୦୦୦ଟଙ୍କା

ଟିକିରି ପୋଲିସ ଜବତ କଲେ ୨ଲକ୍ଷ ୩୦ହଜାର ଟଙ୍କାର ନକଲି ୨୦୦୦ଟଙ୍କା

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡ଼(୦୯/୧୧): ରାୟଗଡା ପୋଲିସ ଜ଼ିଲ୍ଲା ଅଧୀନସ୍ତ ଟିକିରି ପୋଲିସ ଥାନା ଅନ୍ତର୍ଗତ ଟିକିରି ଗ୍ରାମର ସୁନାମୁଦୀ ସାହିରୁ ଟିକିରି ଥାନା ଅଧିକାରୀ ଶ୍ରୀମତୀ ସୁଜ୍ଞାନୀ କୁମାରୀ ସାହୁଙ୍କ ନେତୃତ୍ୱରେ ଏକ ଦଳ ଯୋଗେନ୍ଦ୍ର ଦେବ ଯୋହନ ନାଇକ ପିତା ଲାଇବନ ନାଇକ ଙ୍କ ଠାରୁ ନକଲି ୨୦୦୦ଟଙ୍କାର ନକଲି ଟଙ୍କା ଜବତ କରିଛନ୍ତି |

ଅସମୀଙ୍କ ଠାରୁ ସର୍ବମୋଟ ୨୧୫ଗୋଟି ୨୦୦୦ ଟଙ୍କା ଜବତ ହୋଇଛି | ଏକ ସାମ୍ବାଦିକ ସମ୍ମିଳନୀରେ ରାୟଗଡା ପୋଲିସ ଆରକ୍ଷୀ ଅଧିକ୍ଷକ ଡାକ୍ତର ଶ୍ରବଣ ବିବେକ ଏମ କହିଛନ୍ତି ଗତ ୦୮.୧୧.୨୦୧୯ରାତ୍ରି ୮.୩୦ସମୟରେ ଟିକିରି ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଟିକିରି ପୋଲିସ ଯୋଗେନ୍ଦ୍ରଙ୍କୁ ଧରିବାରେ ସକ୍ଷମ ହୋଇଛି | ଟିକିରି ଥାନା କେଶ ନ.୧୩୨/୦୮.୧୧.୨୦୧୯ରେ ଭାରତୀୟ ପିଙ୍ଗଳ କୋଡ଼ ଧାରା ୪୮୯-ବି, ୪୮୯-ସି ରେ କେଶ ରୁଜୁ କରିଛି ଓ ଆସାମୀ ଯୋଗେନ୍ଦ୍ରକୁ କୋୖର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି | ଏହି ସମ୍ମିଳନୀରେ ରାୟଗଡା ଏସ ଡି ପି ଓ ତପନ ନାରାୟଣ ରଥ ଟିକିରି ଥାନା ଅଧିକାରୀ ସୁଜ୍ଞାନୀ ସାହୁ ଉପସ୍ଥିତ ରହିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜର୍ଜଗଡରେ ବନ ମହୋତ୍ସବ ପାଳିତ ,୨୦୦ ଚାରା ରୋପଣ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୭ ୵ ୭ ): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଜର୍ଜଗଡ ଠାରେ ବୁଧବାର ୭୧ ତମ...

ଆୟୁଷ ଡାକ୍ତର ଙ୍କ ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ

ରିପୋର୍ଟ: ରାକେଶ ମହାରଣା //କୋଦଳା(୦୭/୦୭): ସାମ୍ପ୍ରତିକ ସମୟରେ କରୋନା ମହାମାରୀ ତାର କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ତାର ଦୌରାତ୍ମ୍ୟ ବଢିଚାଲିଛି।ଏ ଭିତରେ ଅନେକ ନିରୀହ...

ଫ୍ରେଣ୍ଡସ ୟୁନିଟ କ୍ଲବ ପକ୍ଷରୁ କାନ୍ଥରେ କରୋନା ସଚେତନତା

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୭/୦୭): ଦୀର୍ଘ ଚାରିମାସ ଧରି ମହାମାରୀ କରୋନା ଚାରିଆଡେ ଗ୍ରାସ କରିଥିବା ବେଳେ ବର୍ତ୍ତମାନର ସ୍ଥିତି ମହା ସଂକଟ ହୋଇଗଲାଣି । ଏଥିରୁ...

ମାନବ ପ୍ରେମୀ ଆଦିତ୍ୟ ଦାଶ ଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ !!!!!!!!

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋ //ଭୁବନେଶ୍ୱର (୦୭/୦୭): ବିବାହକୁ ପୁରିନି ଗୋଟେ ମାସ ସମାଜ ସେବୀ ଆଦିତ୍ଯ ଦାଶ ହାରିଲେ ଜୀବନ। ସମାଜରେ ଆତ୍ମହତ୍ୟା ଗୋଟେ ନୀତିଦିନିଆ ଘଟଣା...

Recent Comments

%d bloggers like this: