Friday, March 29, 2024

Top 5 This Week

Related Posts

ଏସ ଏଚ ଜି ଗ୍ରୁପ କୁ 2.15. କୋରଡ଼ ଲୋନ ସହାୟତା ର ହାତ ବଢ଼ାଇଲା ଇଣ୍ଡିଆନ ବ୍ୟାଙ୍କ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୬/୧୨) : ନାରୀ ଶକ୍ତି ସୁଦୃଢ ପାଇଁ ଆଜି ଇଣ୍ଡିଆନ ବ୍ୟାଙ୍କ ତରଫରୁ SHG ମା ମାନଙ୍କୁ ନେଇ ମେଗା ଲୋନ ମେଳା ଆୟୋଜିତ ହେବା ସହିତ ଲୋନ ସହାୟତା ରାଶି ଯୋଗାଇ ଦିଆଯାଇଛି ।WhatsApp Image 2022 12 06 at 22.00.39 ଏସ ଏଚ ଜି ଗ୍ରୁପ କୁ 2.15. କୋରଡ଼ ଲୋନ ସହାୟତା ର ହାତ ବଢ଼ାଇଲା ଇଣ୍ଡିଆନ ବ୍ୟାଙ୍କ

ବୌଦ୍ଧ ଇଣ୍ଡିଆନ ବ୍ୟାଙ୍କ BM ଙ୍କ ସୂଚନା ଅନୁଯାଇ ଆଜି ବୌଦ୍ଧ ଇଣ୍ଡିଆନ ବ୍ୟାଙ୍କ ଶାଖା, ମନମୁଣ୍ଡା ଶାଖା, ବଢ଼ି ଗାଁ, ଧଳପୁର ଏବଂ କୁସଙ୍ଗ ଶାଖା ଠାରେ ଲୋନ ମେଳା ଆୟୋଜିତ ହୋଇ ଶାଖା କ୍ରମାନୁଯାୟୀ ୫୦ ଲକ୍ଷ୍ୟ, ୬୨ଲକ୍ଷ୍ୟ, ୨୫ଲକ୍ଷ୍ୟ,୧୩ ଲକ୍ଷ୍ୟ ଓ ୬୫ ଲକ୍ଷ୍ୟ ସର୍ବମୋଟ ୫ ଟି ଶାଖାରେ ଏସ ଏଚ ଜି ମା ମାନଙ୍କୁ ୨.୧୫ କୋଟି ଟଙ୍କା ଲୋନ ସହାୟତା ରାଶି ପ୍ରଦାନ କରାଯାଇଛି ।

Popular Articles