ଘଣ୍ଟେଶ୍ୱରୀ ଛକରେ କ୍ୟାମେରା ଓ ଷ୍ଟ୍ରିଟ ଲାଇଟ ଲଗେଇବାକୁ ଦାବି

ରିପୋର୍ଟ: ଡିଳେଶ୍ୱର ବାଗ
ପଦ୍ମପୁର(୦୮/୧୧): ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ବୁଡେନ ଥାନା ଅନ୍ତର୍ଗତ ଘଣ୍ଟେଶ୍ୱରୀ ଛକରେ ଦିନକୁ ଦିନ ଦୁର୍ଘଟଣା, ଚୋରି, ଡକାୟତି ନଶା କାରବାର ବଢ଼ିବାରେ ଲାଗିଛି ।

ନଶା, ଚୋରି, ଡକାୟତି, ଦୁର୍ଘଟଣା ଘଟାଉ ଥିବା ଲୋକମାନେ ଧରା ପଡୁନାହାଁନ୍ତି ଯଦ୍ୱାରା ଜନସାଧାରଣ ଅସନ୍ତୋଷ ପ୍ରକାଶ କରୁଛନ୍ତି । ତୁରନ୍ତ ଘଣ୍ଟେଶ୍ୱରୀ ଛକରେ ସିସି ଟିଭି କ୍ୟାମେରା, ଓ ଷ୍ଟ୍ରିଟ ଲାଇଟ ଲଗାଯାଉ ବୋଲି ଜନସାଧାରଣ ଦାବି କରୁଛନ୍ତି ।

Leave a Reply

This site uses Akismet to reduce spam. Learn how your comment data is processed.