Tuesday, March 19, 2024

Top 5 This Week

Related Posts

କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳ ରେ ଦୁଇ ଦିନ ହେବ ପ୍ରବଳ କୁହୁଡ଼ି

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୦୬/୧୨) : କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳ ରେ ଦୁଇ ଦିନ ହେବ ପ୍ରବଳ କୁହୁଡ଼ି ହେଲେ ମଧ୍ୟଛୋଟ ପରିବା ବିକାଳୀ ଲୋକ ମାନେ ରାଇକିଆ କୁ ଆସି ଲୋକ ମାନଙ୍କୁ ପରିବା ଯୋଗାଇ ଦେଇ ଥାଆନ୍ତି ।

କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳ ରେ ଦୁଇ ଦିନ ହେବ ପ୍ରବଳ କୁହୁଡ଼ି । ଲୋକ ମାନେ ମଧ୍ୟ ପରିବା ବିକାଳୀ ଲୋକ ମାନଙ୍କଠୁ ପରିବା କିଣି ଆଣି ଥାଆନ୍ତି । ଏବଂ ଆଉ ଛୋଟ ଛୋଟ ଅଟୋ ରିକ୍ସା ଚଳାଉଥିବା ବ୍ୟକ୍ତି ମାନେ ମଧ୍ୟ ଆସି ଜଗି ବସିଥାନ୍ତି ଭଡା ପାଇଁ । ସେମାନେ ଭଡ଼ା ପାଇଲେ ଲୋକ ମାନେ ଯେଉଁ ଜାଗା କୁ ଯିବା ପାଇଁ କହିବେ ସେମାନେ ନିଜ କାର୍ଯ୍ୟ ଆରମ୍ଭ କରନ୍ତି ।

ଏହି ବିଷୟ ରେ ମୁଁ କେତେ ଟା ଗାଡ଼ି ବାଲା ଙ୍କୁ ପଚାରି ବୁଝି ଥିଲି । ଜିତୁ ଭାଇ, ବାପି, ଊତ୍ ମ ଭାଇ, ଏଇ ମାନେ କହିଥିଲେ ଆମେ ପ୍ରତିଦିନ ସକାଳୁ ଆସିଥାଉ ଏବଂ ଯେଉଁ ଲୋକ ମାନେ ଯେଉଁ ଜାଗା କୁ ଯିବା ପାଇଁ କହିବେ ଆମେ ସେମାନଙ୍କୁ ଛାଡି ଯାଇ ଥାଉ । ଜିତୁ ଭାଇ କହିଛନ୍ତି ଏବେ ଦୁଇ ଦିନ ମଧ୍ୟରେ ବହୁ ସମୟ ପର୍ଯ୍ୟନ୍ତ କୁହୁଡ଼ି ହେବା ଫଳରେ ବହୁତ୍ ଅଶୁ ବିଧା ହେଉଛି ଗାଡ଼ି ଚଲେଇ ବା ଲୋକ ମାନଙ୍କୁ । ରାସ୍ତା ରେ ନଅ ଟା ପର୍ଯ୍ୟନ୍ତ କୁହୁଡ଼ି ରହୁଛି ।

Popular Articles