Advertisements
Monday, June 1, 2020
Home headline ଚୋରା ମଦ କାରବାରରେ ୪ ଗିରଫ

ଚୋରା ମଦ କାରବାରରେ ୪ ଗିରଫ

ଗଞ୍ଜାମ(୦୬/୧୧): ବେଆଇନ୍ ଚୋରା ମଦ କାରବାର ଅଭିଯୋଗରେ କୋଦଳା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୪ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୫୫ ଲିଟର ମଦ ଜବତ କରାଯାଇଛି |

ଖଲ୍ଲିକୋଟ ଓ ଛତ୍ରପୁର ଅବକାରୀ ବିଭାଗୀୟ ଅଧିକାରୀ ମାନେ ଏହି ଚଢାଉ କରିଥିବା ବେଳେ କୋଦଳା ଏରଗୁଲା କ୍ଯାମ୍ପର ଏମ୍ ପୋସୀ, ଏମ୍ ରାଜା, ଅନ୍ନପୂର୍ଣ୍ଣା ରାଓ ଏବଂ ଏମ୍ ପ୍ରଭାତୀ ବେଆଇନ ମଦ କାରବାର ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି | ପୂର୍ବରୁ ମଧ୍ୟ ବାରମ୍ବାର କୋଦଳା ଅଞ୍ଚଳରେ ଅବକାରୀ ବିଭାଗ ଓ କୋଦଳା ପୋଲିସ ପକ୍ଷରୁ ବେଆଇନ ମଦ କାରବାର ଅଭିଯୋଗରେ ଚଢାଉ କରି ବହୁ ଅଭିଯୁକ୍ତଙ୍କୁ ଚଢାଉ କରାଯାଇଥିବା ବେଳେ ଚୋରା ମଦ କାରବାର ଥମୁନି | ବୁଧବାର ଛତ୍ରପୁର ଅବକାରୀ ନିରୀକ୍ଷକ ଦିପ୍ତିମୟୀ ସାହୁ, ପ୍ରିତିଧାରା ନାୟକ, ଖଲ୍ଲିିକୋଟ ଅବକାରୀ ଅଧିକାରୀ ଉମାକାନ୍ତ ସ୍ୱାଇଁଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବନ୍ଦେ ଉତ୍କଳ ଜନନୀ ଗାଇଲା ସମଗ୍ର ଝାରସୁଗୁଡା

ରିପୋର୍ଟ .ପ୍ରଶାନ୍ତ ମାଝୀ //ଝାରସୁଗୁଡା (୩୦/୫/୨୦୨୦): କରୋନା ଯୁଦ୍ଧରେ ସାମିଲ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ମନୋଭାବ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଶନିବାର...

ବିଦେଶୀ ମଦ ଦୋକାନରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ୬ଗିରଫ, କାର ଓ ସ୍କୁଟି ଜବତ

ରିପୋର୍ଟ: ବିମଳେନ୍ଧୁ ସାହୁ //ଲୋଇସିଂହା (୩୦/୦୫): ବଲାଂଗୀର ଜିଲ୍ଲା ଲୋଇସିଂହା ସ୍ଥିତ ବିଦେଶୀ ମଦ ଦୋକାନରେ କିଛି ଯୁବକ ଗଣ୍ଡଗୋଳ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।...

କାଶିପୁରରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ

ରିପୋର୍ଟ: ଦେବେନ୍ଦ୍ର ନାୟକ //କାଶିପୁର (୩୦.୦୫.୨୦୨୦): କାଶିପୁରରେ ବନ୍ଦେ ଉତ୍କଳ ଜନନୀ ଗାନ ବିଭିନ୍ନ କାର୍ଯ୍ୟାଳୟ ସମେତ ଘରେ ଘରେ ଗାନ କରାଯାଇଛି | କୋଭିଡ ଯୁଦ୍ଧରେ ଲୋକଙ୍କ...

କରୋନା ସୁପର୍ ସିକ୍ସ୍ ରେ ଭୟଭୀତ ବରଗଡ଼

ରିପୋର୍ଟ: ଜଗବନ୍ଧୁ ସାହୁ //ବରଗଡ଼ (୩୦/୦୫): କରୋନାର ସୁପର୍ ସିକ୍ସ୍ ରେ ଅର୍ଥାତ କରୋନା ମହାମାରୀର ଏହି ଲକଡାଉନ୍ ସମୟରେ ଗୋଟିଏ ଦିନରେ ଛଅ ଜଣ ଯାକ ବରଗଡ଼...

Recent Comments

%d bloggers like this: