Friday, August 14, 2020
Home Death Case ତୁର୍ଲା ଗ୍ରାମରେ ବିଳମ୍ବିତ ରାତିରେ ହତ୍ୟାକାଣ୍ତ, ୩ଜଣ ଅଟକ

ତୁର୍ଲା ଗ୍ରାମରେ ବିଳମ୍ବିତ ରାତିରେ ହତ୍ୟାକାଣ୍ତ, ୩ଜଣ ଅଟକ

ରିପୋର୍ଟ: ଡିଳେଶ୍ୱର ବାଗ
ପଦ୍ମପୁର(୦୧/୧୧): ପଦ୍ମପୁର ଉପ ଖଣ୍ତ ଝାରବନ୍ଧ ଥାନା ତୁର୍ଲା ଗ୍ରାମରେ ବିଳମ୍ବିତ ରାତ୍ରରେ ଏକ ହତ୍ୟାକାଣ୍ତ ହୋଇଥିବା ଘଟଣା ଅଂଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।

ଘଟଣା କ୍ରମରୁ ଜଣାଯାଏ ଯେ,ଉକ୍ତ ଗାଁର ଲକ୍ଷ୍ମିକାନ୍ତ କଲେତ ଓ ସାଂଗ ମାନେ ଦାଦନ ଯିବା ପାଇଁ ପ୍ରସ୍ତୁତି କରିବା ସହ ଭୋଜିଭାତର ଆୟୋଜନ କରିଥିଲେ । ପରେ ବିଳମ୍ବିତ ରାତ୍ରରେ ଲକ୍ଷ୍ମୀକାନ୍ତର କ୍ଷତ ବିକ୍ଷତ ମୃତ ଦେହ ଘର ସାମ୍ନାରେ ମିଲିଥିଲା । ମୁଣ୍ତ ଓ ବେକରେ ଗଭୀର କ୍ଷତ ଚିହ୍ନ ଦେଖିବାକୁ ମିଲିଥିଲା । ପୋଲିସ ସନ୍ଦେହରେ ୩ ଜଣକୁ ଅଟକ ରଖି ତଦନ୍ତ ଜାରୀ ରଖିଛନ୍ତି । ଏପଟେ ଘଟଣାର ଗୁରୁତ୍ୱ ଉପଲବ୍ଧ କରି ବରଗଡ ଏସପି ପଦ୍ମିନୀ ସାହୁ ପ୍ରଥମେ ତୁର୍ଲା ଗ୍ରାମକୁ ଯାଇ ମୃତକଙ୍କର ପରିବାର ସହିତ ଆଲୋଚନା କରିବା ପରେ ଝାରବନ୍ଧ ଥାନାକୁ ଯାଇ ଅଧିକାରୀ ମାନଙ୍କ ସହିତ ଉକ୍ତ କେଶ ବାବଦରେ ଆଲୋଚନା କରିବା ସହିତ ଅଟକ ଥିବା ୩ଜଣଙ୍କର ବୟାନ ନେଇଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: