Sunday, August 9, 2020
Home Accidental Death ନାଳ ପାର ହେଲାବେଳେ ଜଣକର ମୃତ୍ୟୁ

ନାଳ ପାର ହେଲାବେଳେ ଜଣକର ମୃତ୍ୟୁ

ରିପୋର୍ଟ: ରାଜକମଲ ପୁରୋହିତ
ଚିତ୍ରକୋଣ୍ଡା (୦୧/୧୧): ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡାର ସ୍ୱାଭିମାନ ଅଂଚଳ ରାଳେଗାଡ଼ା ପଂଚୟତ ସାରୁକବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ସାରୁକବନ୍ଧ ଗ୍ରାମର ଗୁରୁ ପାଙ୍ଗି ବୟସ ୪୫ବର୍ଷ ସାରୁକବନ୍ଧ ନାଳରେ ମୃତ୍ୟୁ ବରଣ କରିଥିବା ଖବର ମିଳିଛି ।

ସୂଚନା ଅନୁସାରେ ପାଙ୍ଗି ନିକଟସ୍ଥ ଗ୍ରାମ ଟେକପଦରକୁ ଯିବାପାଇଁ ନାଳ ପାର ହେଲା ବେଳେ ନାଲଟି ଖର ସ୍ରୋତ ଯୋଗୁ ଆଉ ଅଧିକା ପଂହିରୀ ପାରି ନ ଥିଲେ । ଯାହାଫଳରେ ସାରୁକବନ୍ଧ ନାଳରେ ମୃତ୍ୟୁ ବରଣ କରିଥିଲେ । ସେ ପରିବାର ପକ୍ଷରୁ ଜଣେ ରୋଜଗାରକ୍ଷମ ଥିଲେ ଏବଂ ପରିବାର ୫ଜଣ ସଦସ୍ୟ ବର୍ତ୍ତମାନ ଅସୁବିଧାରେ ସମ୍ମୁଖୀନ ହେବେ ବୋଲି ଗ୍ରାମବାସୀ କହିଛନ୍ତି । ଚିତ୍ରକୋଣ୍ଡା ପୋଲିସ ଏହି ଶବଟିକୁ ଉଦ୍ଧାର କରି ଶବ ଵ୍ୟଵଛେଦ କରିଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: