Advertisements
Sunday, July 5, 2020
Home Children Issue ଜଳବନ୍ଦୀରେ ବେଗୁନିଆପଡା କାଣ୍ଟା ବାଳିକା ବିଦ୍ୟାଳୟ

ଜଳବନ୍ଦୀରେ ବେଗୁନିଆପଡା କାଣ୍ଟା ବାଳିକା ବିଦ୍ୟାଳୟ

ରିପୋର୍ଟ: ଜଗନ କୁମାର ସେଠି
ଗଞ୍ଜାମ(୩୧/୧୦): ରାଜ୍ୟ ସରକାର ଶାସନକୁ ସ୍ୱଚ୍ଛ ଏବଂ ଦୁର୍ନୀତି ମୁକ୍ତ କରିବା ପାଇଁ ୫ଟି ଯୋଜନା ପ୍ରଣୟନ କରିଛନ୍ତି | ଏହାଯୋଗୁଁ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ଛନକା ପଶିବା ଦେଖାଦେଲାଣି | କିନ୍ତୁ କେତେକ ସ୍ଥାନରେ ଏହାର ବ୍ୟତିକ୍ରମ ଘଟିଵା ପରିଲକ୍ଷୀତ ହେଉଛି |

ଶିକ୍ଷା ଭଳି ଏକ ଆବଶ୍ୟକୀୟ କ୍ଷ୍ୟେତ୍ରରେ ଚରମ ଅବହେଳା ସରକାର ତଥା ପ୍ରଶାସନର ଦାଇତ୍ୱହୀନତାର ପରିଚୟ ପ୍ରଦାନ କରୁଛି | ଏହାଯୋଗୁଁ ଯୋଗୁଁ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର କାଣ୍ଟା ବାଳିକା ବିଦ୍ୟାଳୟର ଛାତ୍ରଛାତ୍ରୀ ପାଠପଢାରୁ ବଞ୍ଚିତ ହେଉଛନ୍ତି | ଚଳିତ ଲଘୁଚାପ ବର୍ଷାରେ ଦୀର୍ଘ ପନ୍ଦର ଦିନ ହେଲା ବିଦ୍ୟାଳୟଟି ଜଳବନ୍ଦୀରେ ରହିଛି | ବିଦ୍ୟାଳୟକୁ ଯିବାପାଇଁ ଅଲଗା ରାସ୍ତାବି ନାହିଁ | ଫଳରେ ବାଧ୍ୟହୋଇ ଶିକ୍ଷକ ଶିକ୍ଷୟତ୍ରୀ ଆଣ୍ଠୁଏ ପାଣିରେ ସ୍କୁଲକୁ ଯାଆନ୍ତି | ଛାତ୍ରଛାତ୍ରୀ ମାନେ ଯିବାକୁ ବିପଦ ମଣୁଛନ୍ତି | କିନ୍ତୁ କୌଣସି ପ୍ରଶାସନ କିମ୍ବା ସ୍ଥାନୀୟ ଜନ ପ୍ରତିନିଧିଙ୍କ ଦେଖାନାହିଁ | ଯଦି ଏହାର ସ୍ଥାୟୀ ସମାଧାନ ନକରାଯାଏ ତେବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ଏହା କୁପ୍ରଭାବ ପକାଇବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ | 

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

ବିଦ୍ୟୁତ କାଟ ଯୋଗୁଁ ଗ୍ରାହକ ହନ୍ତସନ୍ତ

କର୍ଲାମୁଣ୍ଡା (୦୪ /୦୭): କର୍ଲାମୁଣ୍ଡା ବ୍ଲକ ସଦର ଠାରେ ୩୩ /୧୧ କେଭି ର ବିଦ୍ୟୁତ ଯୋଗାଣ କେନ୍ଦ୍ର ପ୍ରାୟ ୮ବର୍ଷ ତଳେ ନିର୍ମାଣ କରାଯାଇଥିଲା I ଗତ...

ଉତ୍କଳ ଆଲୁମିନା ଇନ୍ଟରନ୍ୟାସନାଲ ଲିମିଟେଡ଼ ର ସାମୁହିକ ସିଏସଆର କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା /ଟିକିରି (୦୪/୦୭): ଅବିଭକ୍ତ କୋରାପୁଟ ଜିଲ୍ଲାର ଟିକିରି ଅଞ୍ଚଳ ଦିନେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା l କିନ୍ତୁ, ଉତ୍କଳ ଆଲୁମିନା ପ୍ରତିଷ୍ଠିତ...

Recent Comments

%d bloggers like this: