Advertisements
Thursday, July 9, 2020
Home District News ପିତୃପୁରୁଷଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଲେ ପରିବାର

ପିତୃପୁରୁଷଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଲେ ପରିବାର

ରିପୋର୍ଟ: ଡିଳେଶ୍ୱର ବାଗ
ପଦ୍ମପୁର(୩୦/୧୦): ବର୍ତ୍ତମାନର ଯୁଗରେ ଆଧୁନିକତା ଭିତରେ ପିତୃପୁରୁଷଙ୍କୁ ଦିଆଯାଉଛି ନିଆରା ଶ୍ରଦ୍ଧାଞ୍ଜଳି | ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟେଙ୍ଗରାପଥର ଗାଁର ପାଞ୍ଚ ଭାଇ ମିଳିମିଶି ବୃୃକ୍ଷରୋପଣ କରି ନିଜ ପିତା ସ୍ବର୍ଗତ ତୋଷଧର ବିଶିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାାଇଛନ୍ତି ।

ସୂଚନା ଅନୁସାରେ, ପଦ୍ମପୁର ବାରିହାପଲି ନୂଆପାଲିର ପରିବେଶ ପ୍ରେମୀ ମୀନକେତନ ସାହୁଙ୍କ ଦ୍ବାରା ଅନୁପ୍ରାଣିତ ହେ।ଇ ଟେଙ୍ଗରାପଥରର ବିଶି ଭାଇମାନେ କିପରି ତାଙ୍କ ବାପାଙ୍କୁ ଚିରଦିନ ପାଇଁ ଲୋକେ ସ୍ମରଣ କରିପାରିବେ ବେ।ଲି ଚିନ୍ତା କରିଥିଲେ । ଏହା ଜାଣିବା ପରେ ମୀନକେତନ ସେମାନଙ୍କୁ ବୃକ୍ଷ ରୋପଣ ଓ ତାର ଉପକାରିତା ବିଷୟରେ ଅବଗତ କରିଥିଲେ । ପରେ ବିଶି ଭାଇମାନେ ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟରେ ପୁରୁଷଙ୍କ ସହିତ ମହିଳାମାନେ ମଧ୍ୟ ସହଯୋଗ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ପିତା ବଞ୍ଚିଥିବା ପର୍ଯ୍ୟନ୍ତ ପାଖରେ ଥିଲେ ଏବଂ ପିତା ଏବେବି ଆମ ପାଖରେ ରହିଲେ ବୋଲି ଅଶ୍ରୁଭରା ଆଖିରେ କହିଛନ୍ତି ପାଞ୍ଚ ବିଶି ଭାଇ | ଏ ପ୍ରକାର ପଦକ୍ଷେପକୁ ସର୍ବତ୍ର ଲାଗୁ କରିବା ପାଇଁ ଆହ୍ୱାନ ଦେଇଛନ୍ତି ମୀନକେତନ ସାହୁ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜେନିତ୍ ମହାବିଦ୍ୟାଳୟ ପଦ୍ମପୁରରେ ବନ ମହୋତ୍ସବ ସପ୍ତାହ ପାଳିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୮ ୵ ୭ ୵ ୨୦୨୦): ପଦ୍ମପୁର ଜେନିତ ମହା ବିଦ୍ୟାଳୟ ତରଫରୁ ବନ ବିଦ୍ୟାଳୟର ସପ୍ତାହ ପାଳିତ ହୋଇଯାଇଛି ।...

ସଙ୍ଗୀତ ନିର୍ଦ୍ଦେଶକ ବୃନ୍ଦାବନ ମେହେରଙ୍କ ସଫଳତା

ରିପୋର୍ଟ : ଦ୍ରୌପଦ ନାୟକ //ବଙ୍ଗୋମୁଣ୍ଡା,ବଲାଙ୍ଗୀର (୦୮/୦୭): ସଙ୍ଗୀତ ଜଗତ ର ସଫଳ ନିର୍ଦେଶକ ବୃନ୍ଦାବନ ମେହେର।ପଶ୍ଚିମ ଓଡ଼ିଶା ର ସଙ୍ଗୀତ କହିଲେ ସାଧାରଣତଃ ସମ୍ବଲପୁରୀ ଗୀତ କୁ...

ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ ଘୋଷଣା

ରିପୋର୍ଟ: ରାକେଶ ମହାରଣା //କୋଦଳା(୦୮/୦୭): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ମହାମାରୀ ବୃଦ୍ଧି ପାଉଥିବା ବେଳେ ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମଧ୍ୟ ଦିନକୁ ଦିନ କରୋନା...

ଅବକାରୀ ବିଭାଗ ର ଚଢ଼ାଉ, ବିପୁଳ ପରିମାଣ ପୋଚ୍ଚ ଓ ଦେଶୀ ମଦ ଜବତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୮/୦୭): ରାୟଗଡା ଜିଲ୍ଲାରେ ଚରାମଦ କାରବାର ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଏବଂ...

Recent Comments

%d bloggers like this: