ରିପୋର୍ଟ : ନରତ୍ତମ ପାଢ଼ୀ //
ରାୟଗଡା (୨୮/୧୧/୨୨): ବିଷମ କଟକ ବ୍ଲକ ଅନ୍ତର୍ଗତ କୁଟୁରା ଗଡ ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ରମଣକୁପୁଲି ଠାରେ ପାଲିସଭା ଅନୁଷ୍ଠିତ ହୋଇଯାଇଅଛି ।
ଏହି ସଭାରେ ଜିଆରଏସ ପ୍ରମୋଦ କୁମାର ନାଲା, ଲକି କୁତ୍ରୁକା, କାମଦେବ କିଲାକା, ସମାଜ ସେବୀ ଅନିତା ପିଡିକାକା , ସନାପୁରୁ ପିଡ଼ିକାକା, ପଦମ୍ଲୋଚନ ବିଭାର, ପୂର୍ବତନ ସରପଂଚ ଦମ୍ଭୁରୁ ପିଦିକାକା, କୁମୁଟି ପିଡିକାକା , ଛତ୍ରପତି ୱାଦକା, ୱାଦମେମ୍ବ୍ର ଗୋରୀ ପୁଡ଼ିକାକା, ଅଭିରାମ ବିଭାର ଓ ଆରୁଜି ପିଡ଼ିକକା, ଏବଂ ଗ୍ରାମର ସମସ୍ତ ସଦସ୍ୟ ଓ ମାଆ ମାନେ ଉପସ୍ଥିତ ଥିଲେ। ୨୦୨୨/୨୦୨୩ ବର୍ଷର ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଉପସ୍ଥାପନା କରାଯାଇଥିଲା।