ମଙ୍ଗଳବାର ଦିନ କାଳିପୂଜା ମଣ୍ଡପରେ ଚଣ୍ଡୀ ପାଠ

ରିପୋର୍ଟ: ଲୋକନାଥ ସାହୁ
ଗୁଡାରି(୩୦/୧୦): ଗୁଡାରିରେ ଆୟୋଜିତ ପବିତ୍ର ଦକ୍ଷିଣ କାଳି ପୂଜା ମଣ୍ଡପରେ ଦିନ ତମାମ ଚଣ୍ଡୀପାଠର କାର୍ଯ୍ୟକ୍ରମ ରହିଛି ।

ଏଣୁ ନିଜନିଜର ମନସ୍କାମନା ପୂରଣ କରିବାରେ ସଫଳ ହେବା ପାଇଁ ଚଣ୍ଡୀପାଠ ଶ୍ରବଣ କରିବା ନିହାତି ଆବଶ୍ୟକ । ଏଣୁ ସମସ୍ତ ଭକ୍ତ ମାନେ ବିପୁଳ ପରିମାଣରେ କାଳୀ ପୂଜା ମଣ୍ଡପ ଠାରେ ଉପସ୍ଥିତ ରହି ମାଆଙ୍କ ଦର୍ଶନ କରିବା ସହ ଚଣ୍ଡୀପାଠ ଶ୍ରବଣ କରିବାକୁ କମିଟି ତରଫରୁ ଅନୁରୋଧ କରାଯାଇଛି |

Comments are closed.