Advertisements
Monday, July 6, 2020
Home Cultural & Festival ମୁରିବାହାଲ ଠାରେ ୨୧ତମ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ

ମୁରିବାହାଲ ଠାରେ ୨୧ତମ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ

ରିପୋର୍ଟ: ଭଗବାନ ମହାନ୍ତି / ନିମାଇଁ ବଘାର
ମୁରିବାହାଲ(୨୮/୧୦): ବଲାଙ୍ଗୀର ଜିଲା ମୁରିବାହାଲ ଠାରେ ୨୧ତମ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି | ମୁରିବାହାଲ ଯାଦବ ଭବନରୁ ୨୧ଟି କଳସଯାତ୍ରା ବାହାରି ଖଜରିବନ୍ଧକୁ ଯାଇ ଜଳ ଆଣି ଯାଦବ ଭବନରେ ପହଞ୍ଚିଥିଲେ ଓ ପୂଜାଅର୍ଚନା କରିଥିଲେ |

ଏଥିରେ ପୂଜକ କୁଞ୍ଜବିହାରୀ ଯୋଶୀ ଥିବାବେଳେ କର୍ତ୍ତା ଵୈଚନ୍ଦ୍ର ବଗର୍ତି, ଧର୍ମପତ୍ନୀ ଯାଜ୍ଞସେନୀ ବଗର୍ତ୍ତୀ ଥିବାବେଳେ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଆୟୁବ ଖାଁ, ମୁରିବାହାଲ ପଂଚାୟତ ସମିତିର ଅଧକ୍ଷ ହଂସରାଜ ଜୈନ ଯୋଗଦେଇ ଉତ୍ସାହିତ କରିଥିଲେ | ଗିରିଗୋବର୍ଧନା ପୂଜା କମିଟି ସଭାପତି ଫାଲ୍ଗୁନୀ ହାତୀ, ସମ୍ପାଦକ ଦନାର୍ଦ୍ଦନ ବଗର୍ତ୍ତୀ, ଉପଦେଷ୍ଟା ତରୁଣ ପୋଢ଼, ଗଙ୍ଗାଧର ହେର୍ଣ୍ଣା , ମଧୁସୂଦନ ନାଗ, ମହେନ୍ଦ୍ର ବାଗ, ଚକ୍ରଧର ହେର୍ଣ୍ଣା, ବାଡ଼ିଖେଳ ଗୁରୁ ରବୀନ୍ଦ୍ର ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ | ବାଡ଼ିଖେଳ ଗୀତ ପ୍ରତିଯୋଗିତା ସହିତ, ନାଚର ମଧ୍ୟ କାର୍ଯ୍ୟକ୍ରମ ଥିଲା | ଶତାଧିକ ଲୋକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ | ସେହିପରି ହଳଦୀ ଗ୍ରାମ ପଂଚାୟତରେ ମଧ୍ୟ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି |

ଏଥିରେ ଧର୍ମଗଡ ବିଧାୟକ ମୌସଧି ବାଗ, ଓଡିଶା ଯାଦବ ସମାଜ ସଂଘର ସଭାପତି ଲମ୍ବୋଦର ନିଆଲ, ଜିଲା ଯାଦବ ସମାଜ ସଭାପତି ପରମାନନ୍ଦ ହାତୀ, ଯାଦବ ସମାଜ ସଭାପତି ଗିରିଧାରୀ ତେଜି ଗୋଲାମୁଣ୍ଡା, ରାଧେଶ୍ୟାମ କେତକୀ ସଭାପତି ବଙ୍ଗୋମୁଣ୍ଡା ବ୍ଲକ, ପୁରୁଷତ୍ତମ ବାଗ ହଳଦୀ ପଞ୍ଚାୟତ ଯାଦବ ସମାଜ ସଭାପତି, ଆୟୋଜକ କମିଟି ସଭାପତି ହଳଧର ମହାକୁର, ସମ୍ପାଦକ ସରୋଜ ବାଗ, ସେହିପରି ବ୍ଲକର ଅନ୍ୟ ପଞ୍ଚାୟତ ମାନଙ୍କରେ ମଧ୍ୟ ଦେଖିବାକୁ ମିଲିଥିଲା | ଝିକିଡୁଙ୍ଗରି, ଗଁରେଇ, ଚଳକି, ପତ୍ରାପାଲି(ଖ), ବଡ଼ସାଇମରା, କୋପଡୁଙ୍ଗରି,ସିରୁଲ, ଘଣ୍ଟବହାଲୀ, ପ୍ରମୁଖ ସ୍ଥାନରେ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: